Baitarani River: ବୈତରଣୀ ନଦୀରେ ବୁଡ଼ି ନାବାଳକ ମୃତ

Jun 05, 2026 - 14:26
Baitarani River: ବୈତରଣୀ ନଦୀରେ ବୁଡ଼ି ନାବାଳକ ମୃତ

"ଆନନ୍ଦପୁର: ବୈତରଣୀ ନଦୀରେ ବୁଡ଼ି ଯାଇ ମୃତ୍ୟୁ l ଆନନ୍ଦପୁର ବ୍ଲକ କୋଳିମାଟି ପଞ୍ଚାୟତ କାଦୁଅବାହାଳି ନିକଟରେ ଦୁଇଜଣ ପିଲା ସକାଳୁ ବୈତରଣୀକୁ ଗାଧୋଇବାକୁ ଯାଇଥିଲେ l ଦେବ ମୁଣ୍ଡାଙ୍କ ପୁଅ ମକରା ମୁଣ୍ଡା (୭) ବୁଡ଼ି ଯାଇଥିଲେ l କିଛି ସମୟ ମଧ୍ୟରେ ମୃତଦେହ ଉଦ୍ଧାର କରାଯାଇଛି lAdvertisment ଆହୁରି ପଢ଼ନ୍ତୁ: Trump: ମୋଜତାବା ଖେମିନିଙ୍କୁ ଭେଟିବାକୁ ଟ୍ରମ୍ପଙ୍କ ଆଗ୍ରହ ଆହୁରି ଦେଖନ୍ତୁ...

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।