Badminton: ଜାପାନ ମାଷ୍ଟର୍ସ ଜିତିଲେ ଲକ୍ଷ୍ୟ

Nov 15, 2026 - 12:16
Badminton: ଜାପାନ ମାଷ୍ଟର୍ସ ଜିତିଲେ ଲକ୍ଷ୍ୟ

ଟୋକିଓ: ଭାରତୀୟ ବ୍ୟାଡ୍‌ମିଣ୍ଟନ ତାରକା ଲକ୍ଷ୍ୟ ‌ସେନ୍‌ଙ୍କ ଚମତ୍କାର ପ୍ରଦର୍ଶନ ଜାରି ରଖି ଦୁଇ ସପ୍ତାହରେ ଲଗାତାର ୨ ବିଡବ୍‌ଲ୍ୟୁଏଫ୍‌ ଟୁର୍‌ ମୁକୁଟ କରାୟତ୍ତ କରିଛନ୍ତି।

ରବିବାର ଜାପାନ ମାଷ୍ଟର୍ସ ଜାପାନରେ ସେ ପୁରୁଷ ଏକକ ଟ୍ରଫି ଜିତିଛନ୍ତି।

ରବିବାର ଫାଇନାଲ୍‌ରେ ଗତ ସପ୍ତାହରେ ହାଇଲୋ ଓପନ୍‌ ବିଜେତା ଲକ୍ଷ୍ୟ ୧୩-୨୧, ୨୧-୧୮, ୨୧-୧୪ରେ ଜାପାନର କୋକି ୱାତାନାବେଙ୍କୁ ପରାସ୍ତ କରିଥିଲେ।

Advertisment ପ୍ରଥମ ଗେମ୍‌ ହାରିବା ପରେ ଲକ୍ଷ୍ୟ ସଫଳ ପ୍ରତ୍ୟାବର୍ତ୍ତନ କରି ପରବର୍ତ୍ତୀ ଦୁଇ ଗେମ୍‌ ଜିତି ନେଇଥିଲେ।

ଏହି ମ୍ୟାଚ୍‌ ଜିତିବାକୁ ୧ ଘଣ୍ଟା ୪ ମିନିଟ୍‌ ସମୟ ନେଇଥିଲେ।

ଲ୪୍ୟ ଏହି ଟ୍ରଫି ବିଜୟ ସହ ହାଙ୍ଗ୍‌ଝୌରେ ହେବାକୁ ଥିବା ଚଳିତ ବର୍ଷର ଶେଷ ବିଡବ୍‌ଲ୍ୟୁଏଫ୍‌ ପ୍ରତିଯୋଗିତା ବିଶ୍ବ ଟୁର୍‌ ଫାଇନାଲ୍ସକୁ ଯୋଗ୍ୟତା ଅର୍ଜନ କରିଛନ୍ତି।

IND vs NZ: ୧୧ ବର୍ଷ ପରେ ବିରାଟ କୋହଲିଙ୍କୁ ଭୟଙ୍କର ଝଟକା, ରୋହିତ ଶର୍ମା ମଧ୍ୟ କଲେ ନିରାଶ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)