Badminton: ବିଶ୍ବ ବ୍ୟାଡ୍‌ମିଣ୍ଟନ୍‌: ପଦକ ପକ୍କା କଲେ ତ୍ରିଶା-ଗାୟତ୍ରୀ

Aug 21, 2026 - 15:04
Badminton: ବିଶ୍ବ ବ୍ୟାଡ୍‌ମିଣ୍ଟନ୍‌: ପଦକ ପକ୍କା କଲେ ତ୍ରିଶା-ଗାୟତ୍ରୀ

"ନୂଆଦିଲ୍ଲୀ: ତ୍ରିଶା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦ ଭାରତୀୟ ବ୍ୟାଡ୍‌ମିଣ୍ଟନ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି।

ବିଡବ୍‌ଲ୍ୟୁଏଫ୍‌ ବିଶ୍ବ ପ୍ରତିଯୋଗିତାର ମହିଳା ଯୁଗଳରେ ଭାରତର ୧୫ ବର୍ଷର ପଦକ ମରୁଡ଼ି ଅନ୍ତ ଘଟାଇଛନ୍ତି।

ଏଠାରେ ଚାଲିଥିବା ବିଶ୍ବ ପ୍ରତିଯୋଗିତାରେ ମହିଳା ଯୁଗଳ ସେମିଫାଇନାଲ୍‌ରେ ଏହି ଭାରତୀୟ ଯୋଡ଼ି ପ୍ରବେଶ ଅତିକମ୍‌ରେ କାଂସ୍ୟ ପଦକ ନିଶ୍ଚିତ କରିଛନ୍ତି।

ଫଳରେ ୨୦୧୧ରେ ଜ୍ବାଲା ଗୁଟ୍ଟା ଓ ଅଶ୍ବିନ ପୁନ୍ନପ୍ପାଙ୍କ କାଂସ୍ୟ ପଦକ ପରେ ମହିଳା ଯୁଗଳରେ ଏହା ଭାରତର ପ୍ରଥମ ପଦକ।Advertisment ୧୫ ବର୍ଷ ପ୍ରତୀକ୍ଷାର ଅନ୍ତ ଶୁକ୍ରବାର ମହିଳା ଯୁଗଳ ପ୍ରିକ୍ବାର୍ଟରଫାଇନାଲ୍‌ରେ ତ୍ରିଶା ଓ ଗାୟତ୍ରୀ କଡ଼ାସଂଘର୍ଷ କରି ୧୬-୨୧, ୨୧-୧୫, ୨୧-୧୩ରେ ବିଶ୍ବର ୪ ନମ୍ବର ଚୀନ୍‌ର ଜିଆ ୟିଫାନ ଓ ଝାଙ୍ଗ ସୁଝିଆନ୍‌ଙ୍କୁ ପରାସ୍ତ କରିଥିଲେ।

ପ୍ରଥମ ଗେମ୍‌ ହାରିବା ପରେ ଭାରତୀୟ ଯୋଡ଼ି ସଫଳ ପ୍ରତ୍ୟାବର୍ତ୍ତନ କରି ପରବର୍ତ୍ତୀ ଦୁଇ ଗେମ୍‌ ଜିତି ସେମିଫାଇନାଲ୍‌ ସ୍ଥାନ ନିଶ୍ଚିତ କରିଥିଲେ।

FIH Hockey: ଏଫ୍‌ଆଇଏଚ୍‌ ହକି ବିଶ୍ବକପ୍‌: ଶନିବାର ‌ସେମି ପଥ ଲାଗି ନେଦରଲାଣ୍ଡ୍‌ସକୁ ଭେଟିବ ଭାରତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)