Baba Aniruddhacharya: ଦିନେ ମାଗୁଥିଲେ ଭିକ ଆଜି କୋଟି କୋଟି ଲୋକଙ୍କ ପ୍ରିୟ ମହାରାଜ

Oct 21, 2026 - 08:47
Baba Aniruddhacharya: ଦିନେ ମାଗୁଥିଲେ ଭିକ ଆଜି କୋଟି କୋଟି ଲୋକଙ୍କ ପ୍ରିୟ ମହାରାଜ

"ବାବା ଅନିରୁଦ୍ଧାଚାର୍ଯ୍ୟ।

ସୋସିଆଲ ମିଡ଼ିଆର ଏକ ପରିଚିତ ଚେହେରା।

ତାଙ୍କ ପ୍ରବଚନ ଶୁଣିବାକୁ ହଜାର ହଜାର ଲୋକଙ୍କ ଭିଡ଼ ଜମିଥାଏ।

ଆଧ୍ୟାତ୍ମିକ କଥାବାର୍ତ୍ତା ହେଉ କି ଜୀବନର ଅନୁଭୂତି ନିଆରା ଶୈଳୀରେ ସେ ଲକ୍ଷ ଲକ୍ଷ ଲୋକଙ୍କ ମନ ଜିଣିଛନ୍ତି।

ସୋସିଆଲ ମିଡ଼ିଆରେ ମଧ୍ୟ ତାଙ୍କର ଅନେକ ଫଲୋୟର୍ସ ରହିଛନ୍ତି।

ହେଲେ ଆଜିର ଏହି ଲୋକପ୍ରିୟତା ପଛରେ ତାଙ୍କର ସଂଘର୍ଷର ଏକ ଲମ୍ବା କାହାଣୀ ଲୁଚି ରହିଛି।

ତେବେ କେମିତି ଥିଲା ଅନିରୁଦ୍ଧାଚାର୍ଯ୍ୟଙ୍କ ପିଲାଦିନ?

କେଉଁ ପରିସ୍ଥିତି ତାଙ୍କୁ ଜୀବନରେ ସଂଘର୍ଷ କରିବାକୁ ବାଧ୍ୟ କରିଥିଲା ?

ଆସନ୍ତୁ ତାଙ୍କ ଜୀବନର ଅକୁହା କାହାଣୀ ବିଷୟରେ ଜାଣିବା।Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)