Horoscope 2026 October 21: ଜାଣନ୍ତୁ ଆଜିର ରାଶିଫଳ
"ମେଷ: ଶତ୍ରୁମାନଙ୍କ ପ୍ରତି ସାବଧାନ ରହିବା ଆପଣଙ୍କ ଲାଗି ଭଲ ହେବ।
କାର ଚଳାଇବା ଶିଖି ପାରନ୍ତି।
ଶରୀର ସୁସ୍ଥ ରହିବ।
ଘରେ କୌଣସି ଶୁଭକାର୍ଯ୍ୟ ହେବାର ସମ୍ଭାବନା।
ଦରକାର। Advertisment ବୃଷ: ଶିକ୍ଷଣୀୟ କ୍ଷେତ୍ରରେ ଥିବା ଲୋକଙ୍କର ଲାଭ ହେବ।
ବିଲଡ଼ର୍ସଙ୍କୁ ନୂଆ ଠିକାରେ ଲାଭ ହେବ।
କୌଣସି ବନ୍ଧୁ ଆପଣଙ୍କୁ ଦେଖା କରିବା ପାଇଁ ଘରକୁ ଆସିବେ।
ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଭଲ।
ମିଥୁନ: ଆପଣଙ୍କ ଜୀବନସାଥୀଙ୍କୁ ଉନ୍ନତି ପାଇଁ ଭଲ ଅବସର ମିଳିବ।
କୋରିୟର ବ୍ୟବସାୟୀ କ୍ଷେତ୍ରରେ ଥିବା ଲୋକଙ୍କୁ ଭଲ ଲାଭ ହେବ।
ସୁଷମ ଖାଦ୍ୟ ଖାଆନ୍ତୁ।
ପାରିବାରିକ ଜୀବନ ସୁଖମୟ ହେବ।
କର୍କଟ: ନିଜର ଓ ନିଜ ଜୀବନସାଥୀଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।
ନୂଆ ବ୍ୟବସାୟ କରିବା ପାଇଁ ମନ ପ୍ରସ୍ତୁତ କରିବେ।
ବିରୋଧୀମାନେ କ୍ଷତି କରିପାରନ୍ତି।
ତେଣୁ ସତର୍କତା ଅବଲମ୍ବନ କରନ୍ତୁ। ସିଂହ: ଦିନଟି ଆପଣଙ୍କ ଜୀବନରେ ଏକ ନୂଆ ଦିଶା ନେଇ ଆସିବ।
ସାକ୍ଷାତକାରରେ ସଫଳତାର ଯୋଗ ଅଛି।
ବନ୍ଧୁ ସହିତ ଦୀର୍ଘ ସମୟ କଥା ହେବେ।
ଘରେ ଧାର୍ମିକ କାର୍ଯ୍ୟ କରିବା ପାଇଁ ମନ ପ୍ରସ୍ତୁତ କରିପାରନ୍ତି।
କନ୍ୟା: ପରିବାର ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ।
କାର୍ଯ୍ୟକ୍ଷେତ୍ରରେ ପୂର୍ବ ପରିଚୟର ଆପଣଙ୍କୁ ଲାଭ ହେବ।
ବନ୍ଧୁ ସହିତ ଜିନିଷ କିଣିବା ଲାଗି ସହରକୁ ଯିବେ।
ଇଂଜିନିୟର ଛାତ୍ରଙ୍କ ଲାଗି ଦିନଟି ଭଲ। ତୁଳା: ଦିନଟି ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ନେଇ ଆସିବ।
ଆପଣ ଚିନ୍ତା ମୁକ୍ତ ରହିବେ।
ବେପାରୀବର୍ଗଙ୍କୁ ଭଲ ଲାଭ ହେବ।
ଦୂରସ୍ଥାନକୁ ଯାଇପାରନ୍ତି।
ଛାତ୍ରୀଙ୍କ ଲାଗି ଦିନଟି ଭଲ। ବିଛା: ବ୍ୟବସାୟ କାମରେ ଧନଲାଭ ହେବ।
ପାରିବାରିକ ଜୀବନ ଶାନ୍ତିମୟ ରହିବ।
ଜୀବନସାଥୀ ସହିତ ଧର୍ମାନୁଷ୍ଠାନକୁ ଯାଇପାରନ୍ତି।
ଲେଖକ କୌଣସି ନୂଆ କାହାଣୀ ଲେଖି ପାରନ୍ତି। ଧନୁ: କାମ ସଂପୂର୍ଣ୍ଣ କରିବା ଲାଗି ସହଯୋଗୀଙ୍କ ସାହାଯ୍ୟ ପାଇବେ।
ଧନଲାଭ ଯୋଗ ଅଛି।
ବୈବାହିକ ଜୀବନ ସୁଖକର ହେବ।
ଅବିବାହିତଙ୍କ ଲାଗି ନିକଟ ସଂପର୍କିୟ ବିବାହ ପ୍ରସ୍ତାବ ନେଇ ଆସିବେ।
ମକର: କାମରେ ଅଧିକ ଯାଆସ କରିବାକୁ ପଡ଼ିପାରେ।
ଘର ସଜାଇବା କାମ କରାଇପାରନ୍ତି।
ଜୀବନସାଥୀ ସହିତ ସମୟ ଅତିବାହିତ ଲାଗି କୌଣସି ଭଲ ଜାଗାକୁ ଯିବେ।
ରକ୍ତଚାପ ରୋଗୀ ଆରାମ ମିଳିବ।
କୁମ୍ଭ: ଚାକିରି ଖୋଜୁଥିବା ବ୍ୟକ୍ତି ବିଶେଷଙ୍କୁ ଭଲ ଜାଗାରେ ଚାକିରି ମିଳିବ।
ରାଜନୀତି କ୍ଷେତରେ ଥିବା ଲୋକଙ୍କର କୃଷିଜୀବୀଙ୍କ ଲାଗି ଦିନଟି ଭଲ।
ଓକିଲଙ୍କୁ ବଡ଼ ମକଦ୍ଦମାରେ ବିଜୟ ମିଳିବ।
ମୀନ: ଆର୍ଥିକ ପକ୍ଷ ସୁଦୃଢ଼ ରହିବ।
ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।
ଆପଣଙ୍କ ପିଲାର ସଫଳତାରେ ଖୁସି ପାଇବେ।
ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ।
ଗୃହିଣୀମାନେ ଘର କାମରେ ବ୍ୟସ୍ତ ରହିବେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
