Dead Body: ଘର ଅଗଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପରକୀୟା ପ୍ରୀତିରୁ ହତ୍ୟା ସନ୍ଦେହ

Oct 21, 2026 - 09:19
Dead Body: ଘର ଅଗଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପରକୀୟା ପ୍ରୀତିରୁ ହତ୍ୟା ସନ୍ଦେହ

"ଛେଣ୍ଡିପଦା: ଅନୁଗୋଳ ଜିଲ୍ଲା ବାଗଡ଼ିଆ ଥାନା କଣଲୋଇ ଗ୍ରାମରେ ଘର ଅଗଣାରୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି।

ଯୁବକଙ୍କ ଶରୀରରେ ଏକାଧିକ ସ୍ଥାନରେ କଟାଦାଗ ଥିବାବେଳେ ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ ଘଟିଥିବାର ସନ୍ଦେହ କରାଯାଇଛି।Advertisment ଧାରୁଆ ଅସ୍ତ୍ରରେ ହତ୍ୟା କଣଲୋଇ ଗ୍ରାମର ଦିଲୀପ କୁମାର ସେଠୀ(୩୬) ଟ୍ରାକ୍ଟର ଚାଳକ ଭାବେ କାର୍ଯ୍ୟ କରନ୍ତି।

ରାଜୁଡା ଅମଳରୁ ଜିଲ୍ଲାର ସୀମାନ୍ତ ଗାଁ ଭାବେ ଶୋଭାଯାତ୍ରା, ମାଦୁର୍ଗାଙ୍କ ପୂଜା ଓ ଅସ୍ତ୍ରଶସ୍ତ୍ର ପୂଜା ପରମ୍ପରା ଅନୁଯାୟୀ ଗତକାଲି ଗାଁରେ ପୂଜା ଚାଲିଥିଲା।

ସାଂସ୍କୃତିକ କାର୍ଯ୍ୟକ୍ରମ ଅପେରା ଚାଲିଥିଲା।

ବିଳମ୍ବିତ ରାତିରେ ଖଟରେ ଦିଲୀପଙ୍କ ରକ୍ତାକ୍ତ ମୃତଦେହ ସୂଚନା ମିଳିଥିଲା।

ଖବରପାଇ ବାଗଡିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଛାନଭିନ ଚଳେଇଛି।

ପ୍ରାଥମିକ ତଦନ୍ତରୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିବାର ସନ୍ଦେହ କରାଯାଉଛି।

ହତ୍ୟାକାଣ୍ଡ ପଛରେ ପରକୀୟା ପ୍ରୀତିରୁ ହତ୍ୟା ବୋଲି ସନ୍ଦେହ କରାଯାଉଛି।

Stabbed: ଖରିଆର ରୋଡ୍‌ରେ ଯୁବକଙ୍କୁ ଛୁରାମାଡ଼, ଅଭିଯୁକ୍ତଙ୍କୁ ଧରିବା ଦାବିରେ ରାସ୍ତାରୋକ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)