ATM: ଏଟିଏମ ତାଡି ଲୁଟ ଉଦ୍ୟମ ବିଫଳ

Aug 05, 2026 - 11:00
ATM: ଏଟିଏମ ତାଡି ଲୁଟ ଉଦ୍ୟମ ବିଫଳ

"ବାଲିଅନ୍ତା: ଗତକାଲି ବିଳମ୍ବିତ ରାତିରେ ଦୁର୍ବୁତ୍ତମାନେ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ତାରିଣୀ ମନ୍ଦିର ନିକଟରେ ଥିବା ଷ୍ଟେଟ ବ୍ୟାଙ୍କ ଏଟିଏମ ଲୁଟ ଉଦ୍ୟମ କରିଛନ୍ତି l ଦୁର୍ବୁତ୍ତ ଗ୍ରିଲ ତାଲା ଭାଙ୍ଗି ଷ୍ଟ୍ରଙ୍ଗ ରୁମ ଆଡ଼କୁ ଯିବା ବେଳେ ସାଇରନ ବାଜି ଉଠିବାରୁ ଖସି ପଳାଇଥିଲେ l ସେହିପରି ନିକଟରେ ରହୁଥୁବା ଅନ୍ୟ ଜଣଙ୍କ ଘର ସାମନାରୁ ଏକ ପଲସର ବାଇକ ଲୁଟି ନେଇଥିବା ବେଳେ ଆଉ ଗୋଟିଏ ବାଇକ ଚାବି ନଖୋଲିବାରୁ ଗାଡି ଭାଙ୍ଗି ଦେଇଛନ୍ତି | ଖବର ପାଇ ବାଲିଅନ୍ତା ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି |Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।