Tiger: କଲରାପତରିଆ ବାଘକୁ ନେଇ ଗ୍ରାମବାସୀ ଆତଙ୍କିତ
"କଣ୍ଟାମାଳ: ବୌଦ୍ଧଜିଲ୍ଲା କଣ୍ଟାମାଳ ଫରେଷ୍ଟ ରେଞ୍ଜ ନାରାୟଣପ୍ରସାଦ ସେକ୍ସନ୍ ଅଧିନ ସମାକୁପା ଜଙ୍ଗଲ ଅଞ୍ଚଳରେ ଏକ କଲରାପତରିଆ ବାଘ ଗତ ୨ଦିନ ହେଲା ଚଳପ୍ରଚଳ କରୁଥିବା ସୂଚନା ମିଳିଛି l ସୂଚନା ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି ।
ଏ ସମ୍ପର୍କରେ ଖବର ପାଇ ବନ ବିଭାଗ ପକ୍ଷରୁ ସ୍ଥାନୀୟ ଗ୍ରାମବାସୀଙ୍କୁ ଜଙ୍ଗଲ ମଧ୍ୟକୁ ନଯିବା ପାଇଁ ସଚେତନ କରାଯାଉଛି ।
ଆଖପାଖ ଗ୍ରାମ ଗୁଡିକରେ ବନ ବିଭାଗ କର୍ମଚାରୀ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଛି lAdvertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।