Arrested: ବନ୍ତରେ ଡକାୟତି ଯୋଜନା ପଣ୍ଡ, ୫ ଅଭିଯୁକ୍ତଙ୍କୁ କାବୁ କଲେ ଗ୍ରାମବାସୀ

Nov 06, 2026 - 14:04
Arrested: ବନ୍ତରେ ଡକାୟତି ଯୋଜନା ପଣ୍ଡ, ୫ ଅଭିଯୁକ୍ତଙ୍କୁ କାବୁ କଲେ ଗ୍ରାମବାସୀ

ବନ୍ତ: ଡକାୟତି ପାଇଁ ଆସିଥିବା ୫ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଙ୍କୁ ଧରିବାରେ ବନ୍ତ ପୁଲିସ ସଫଳ ହୋଇଛି।

ସୂଚନା ଅନୁଯାୟୀ, ଧାମନଗର ଅଞ୍ଚଳର ୫ଜଣ ଯୁବକ ବନ୍ତରେ ଡକାୟତି ପାଇଁ ଏକ କାର୍‌ରେ ଆସିଥିଲେ।

କିନ୍ତୁ ବିଳମ୍ବିତ ରାତିରେ ସେହି ଗାଡ଼ିଟି ଖରାପ ହୋଇଥିଲା।

ଫଳରେ ସେମାନେ ସେମାନେ ଅଡ଼ାଳପଙ୍କ ନିକଟରେ ଅଟକିଥିଲେ।

Advertisment ପୁଲିସକୁ ଖବର ଦେଇଥିଲେ ସକାଳେ ଗାଁଲୋକେ ସେମାନଙ୍କ ଗତିବିଧିରୁ ସନ୍ଦେହ କରିଥିଲେ।

ସେମାନଙ୍କୁ କାବୁ କରି ପୁଲିସକୁ ଖବର ଦେଇଥିଲେ।

ପରେ ବନ୍ତ ପୁଲିସ ଘଟଣାସ୍ଥଳରେ ସେମାନଙ୍କୁ ଗିରଫ କରି ଥାନାକୁ ଆଣିଥିଲା।

ସେମାନଙ୍କୁ ପଚରାଉଚରା କରିବା ସମୟରେ ସତ ସାମ୍ନାକୁ ଆସିଥିଲା।

ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Suspended: ଛାତ୍ରୀଙ୍କ ପ୍ରସବ ଘଟଣା: ଧନପୁର ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ, ନବଜାତ ଶିଶୁର ମୃତ୍ୟୁ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)