Arjun Rampal: ୫୩ ବର୍ଷରେ ବିବାହ କଲେ ଅର୍ଜୁନ!
"ଚର୍ଚ୍ଚାରେ ଅଭିନେତା ଅର୍ଜୁନ ରାମପାଲ।
ସେ ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।
ଦୀର୍ଘ ୮ ବର୍ଷର ସମ୍ପର୍କ ପରେ ସେ ଗାବ୍ରିଏଲା ଡେମେଟ୍ରିଆଡେସ୍ଙ୍କୁ କରିଛନ୍ତି ବିବାହ।
୨୦୧୮ ମସିହାରୁ ଏହି ଯୋଡ଼ି ଲିଭଇନ୍ ରେ ଥିଲେ।
ସେମାନଙ୍କର ପୂର୍ବରୁ ଦୁଇଟି ପୁଅ ମଧ୍ୟ ରହିଛନ୍ତି।
ତେବେ ଅଗଷ୍ଟ ୨୧ ତାରିଖରେ ଗୋଆରେ କିଛି ଘନିଷ୍ଠ ବନ୍ଧୁ ଓ ପରିବାର ବର୍ଗଙ୍କ ଉପସ୍ଥିତିରେ ଉଭୟଙ୍କ ବିବାହ ହୋଇଥିବା ଜଣାପଡ଼ିଛି।
Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
