Actress Katrina Kaif: ସ୍ବାମୀଙ୍କୁ ନେଇ ଏମିତି କହିଲେ ବଲିଉଡ଼ ଅଭିନେତ୍ରୀ କ୍ୟାଟ୍ରିନା

Nov 23, 2026 - 14:17
Actress Katrina Kaif: ସ୍ବାମୀଙ୍କୁ ନେଇ ଏମିତି କହିଲେ ବଲିଉଡ଼ ଅଭିନେତ୍ରୀ କ୍ୟାଟ୍ରିନା

ମଲ୍ଟି ଟ୍ୟାଲେଣ୍ଟେଡ୍ କ୍ୟାଟ୍ରିନା।

ଫିଲ୍ମରେ ଦମଦାର ଅଭିନୟ ସାଙ୍ଗକୁ କରୁଛନ୍ତି ବ୍ୟବସାୟ ବାଣିଜ୍ୟ।

ଯାହାକୁ ନେଇ ସେ ବେଶ୍ ଚର୍ଚ୍ଚାରେ ରହିଛନ୍ତି।

ସମସ୍ତେ କ୍ୟାଟ୍ରିନାଙ୍କୁ ପ୍ରଶଂସା କରୁଥିବା ବେଳେ ସେ କିନ୍ତୁ ଏହାର ସମସ୍ତ ଶ୍ରେୟ ସ୍ବାମୀ ଭିକିଙ୍କୁ ଦେଇଛନ୍ତି।

ତେବେ ଅଭିନୟ, ବ୍ୟବସାୟ, ଦାମ୍ପତ୍ୟ ଜୀବନ ଓ ମାତୃତ୍ୱର ଦାୟିତ୍ୱକୁ କିପରି ଏକାସାଙ୍ଗରେ ସମ୍ଭାଳୁଛନ୍ତି କ୍ୟାଟ୍ରିନା?

ଏହା ସହିତ ତାଙ୍କ ଏହି ଯାତ୍ରାରେ ସ୍ୱାମୀ ଭିକିଙ୍କ ଭୂମିକା କ'ଣ?

ଆସନ୍ତୁ ଜାଣିବା।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)