Accident: ଡିଭାଇଡରରେ ଧକ୍କା ହୋଇ ଜଳିଗଲା ଟ୍ରକ

Aug 20, 2026 - 10:57
Accident: ଡିଭାଇଡରରେ ଧକ୍କା ହୋଇ ଜଳିଗଲା ଟ୍ରକ

"ବିନିକା: ଡିଭାଇଡରରେ ଧକ୍କା ହୋଇ ଓଲଟିପଡିଲା ଟ୍ରକ | ଆଉ ଦେଖୁଦେଖୁ ନିଆଁ ଲାଗିଗଲା | ସୋନପୁର -ଵିନିକା ମୁଖ୍ୟ ରାସ୍ତାରେ ବିଳମ୍ବିତ ରାତିରେ ଏକ ଦାନା ବୋଝେଇ ଟ୍ରକ ଡିଭାଇଡରକୁ ଧକ୍କା ଦେଇ ଓଲଟି ପଡି ଦୁର୍ଘଟଣା ଘଟିଥିଲା।

ଦୁର୍ଘଟଣା ପରେ ଟ୍ରକରେ ନିଆଁ ଲାଗିଯାଇଥିଲା |Advertisment ଆହୁରି ପଢନ୍ତୁ: Paradip Port: ପାରାଦୀପ ବନ୍ଦରରେ ଜାହାଜ ଆରେଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଏନେଇ ଜଣାପଡିବା ପରେ ବିନିକା ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ।

ଟ୍ରକଟି ସୋନପୁରରୁ ବରଗଡକୁ ଯାଉଥିଲା।

ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି।

ତେବେ ଟ୍ରକ ଓଲଟି ପଡିବା ଯୋଗୁଁ ରାସ୍ତା ଉପରେ ଦାନା ଵସ୍ତା ପଡ଼ିଯାଇଥିଲା।

ଯାହା ଫଳରେ ଗମନାଗମନ ବାଧାପ୍ରାପ୍ତ ହୋଇଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)