Accident: ଟ୍ରକ-ଟ୍ରଲର ମୁହଁlମୁହିଁ ଧକ୍କା, ଚାଳକ ମୃତ

Aug 23, 2026 - 08:52
Accident: ଟ୍ରକ-ଟ୍ରଲର ମୁହଁlମୁହିଁ ଧକ୍କା, ଚାଳକ ମୃତ

"ପର୍ଜଙ୍ଗ: ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଅଞ୍ଚଳ ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି।

କୁଆଳୋ ପଞ୍ଚାୟତ ପରମହଂସପୁର ସୂର୍ଯ୍ୟ ଢାବା ସମ୍ମୁଖ ବୁଲାଣିରେ ବିଳମ୍ବିତ ରାତିରେ ଟ୍ରକ୍ ଓ ଟ୍ରଲର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ଟ୍ରକ୍ ଚାଳକଙ୍କ ମୃତ୍ୟୁ ଘଟିଛି।Advertisment ପୁଲିସ ପକ୍ଷରୁ ତଦନ୍ତ ଜାରି ଖବର ପାଇ ପର୍ଜଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି।

ଦୁର୍ଘଟଣାର କାରଣ ଏବଂ ମୃତକଙ୍କ ପରିଚୟ ନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

District Collector: ଅଧିକାରୀଙ୍କ ତୁଟୁନି ରାଉରକେଲା ମୋହ:  ବଦଳିର ୧୦ ମାସ ପରେ ଉପଜିଲ୍ଲାପାଳ, ୧୮ ମାସ ପରେ ଫେରିଛନ୍ତି ଜିଲ୍ଲାପାଳ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)