Accident: ଜାତୀୟ ରାଜପଥରେ ମର୍ମନ୍ତୁତ ଦୁର୍ଘଟଣା; ୨ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର
ପର୍ଜଙ୍ଗ: ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଳକ ୫୩ ନମ୍ବର ଜାତୀୟ ରାଜପଥ ମୁକ୍ତାପସୀ ମେଡିକାଲ ଛକରେ ଆଜି ଭୋର ପ୍ରାୟ ସାଢେ ୩ଟା ବେଳେ ସଡ଼କ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି l ୧୦୮ ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l ମୃତକ ଦୁଇ ଜଣଙ୍କ ସହ ଗୁରୁତରଙ୍କ ଘର ପଥର ଖମ୍ବ ଗାଁରେ ବୋଲି ଜଣାପଡିଛିl Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
