Accident: ଗୋଡ଼ଭଙ୍ଗା ଘାଟିରେ ୫୦ଫୁଟ ତଳକୁ ଖସିଲା ଟ୍ରକ୍, ୩ ଘଣ୍ଟା ପରେ ଉଦ୍ଧାର ହେଲେ ଚାଳକ

Aug 31, 2026 - 09:18
Accident: ଗୋଡ଼ଭଙ୍ଗା ଘାଟିରେ ୫୦ଫୁଟ ତଳକୁ ଖସିଲା ଟ୍ରକ୍, ୩ ଘଣ୍ଟା ପରେ ଉଦ୍ଧାର ହେଲେ ଚାଳକ

"ଆନନ୍ଦପୁର: ଗୋଡ଼ଭଙ୍ଗା ଘାଟିରେ ୫୦ଫୁଟ ତଳକୁ ଖସିଲା ଟ୍ରକ୍।

୩ ଘଣ୍ଟା ପରେ ଉଦ୍ଧାର ହେଲେ ଚାଳକ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଟ୍ରକଟି ଭାରସାମ୍ୟ ହରାଇ ଗୋଡ଼ଭଙ୍ଗା ଘାଟିରେ ୫୦ଫୁଟ ତଳକୁ ଖସିପଡ଼ିଥିଲା।

ଖବର ପାଇ ପ୍ରଥମେ ଠାକୁରମୁଣ୍ଡା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିବାର ଅପପ୍ରୟାସ କରିଥିଲା।Advertisment ଚାଳକଙ୍କ ପରିଚୟ ମିଳିନାହିଁ ଏହାପରେ ଆନନ୍ଦପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା।

ବେଶ୍ ଅକ୍ଳାନ୍ତ ପରିଶ୍ରମ ପରେ ସେମାନେ ଚାଳକଙ୍କୁ ସୁରକ୍ଷିତ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଚାଳକଙ୍କ ପରିଚୟ ମିଳିନାହିଁ।

Highest waterfall: ସର୍ବାଧିକ ଜଳପ୍ରପାତ: ପର୍ଯ୍ୟଟନର ବିକାଶ ଅଧୁରା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)