6 Gang Members Arrested: ସ୍ୱାମୀ, ସ୍ତ୍ରୀ, ଶଳା ମିଶି ଚଳାଇଥିଲେ ଲୁଟ୍ ରାକେଟ୍! କୁଜଙ୍ଗ ପୋଲିସ ହାତରେ ୬ ଅଭିଯୁକ୍ତ
କୁଜଙ୍ଗରେ ନୋମାଡ୍ ଗ୍ୟାଙ୍ଗର ପର୍ଦ୍ଦାଫାଶ।
ଗ୍ୟାଙ୍ଗର ୬ ଜଣଙ୍କୁ ଗିରଫ କଲା କୁଜଙ୍ଗ ପୋଲିସ।
ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ମହିଳା, ତିନି ଜଣ ଲୁଟେରା ଏବଂ ଜଣେ ସୁନା ଦୋକାନୀ ରହିଛନ୍ତି।
Advertisment ଗିରଫଙ୍କ ମଧ୍ୟରେ ସ୍ୱାମୀ, ସ୍ତ୍ରୀ, ଶଳା ଓ ସମ୍ପର୍କୀୟ ଥିବା ଜଣାପଡ଼ିଛି।
ସେମାନଙ୍କଠାରୁ ପ୍ରାୟ ୧୫ ଲକ୍ଷ ଟଙ୍କା ମୂଲ୍ୟର ୯୦ ଗ୍ରାମ ସୁନା ଗହଣା ସମେତ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
