2.91 Lakh Houses to Be Allocated: ଓଡ଼ିଶା ଗସ୍ତରେ ଶିବରାଜ ସିଂହ ଚୌହାନ, ରାଜ୍ୟକୁ ମିଳିବ ଆଉ ୨.୯୧ ଲକ୍ଷ ପକ୍କା ଘର

Nov 14, 2026 - 08:47
2.91 Lakh Houses to Be Allocated: ଓଡ଼ିଶା ଗସ୍ତରେ ଶିବରାଜ ସିଂହ ଚୌହାନ, ରାଜ୍ୟକୁ ମିଳିବ ଆଉ ୨.୯୧ ଲକ୍ଷ ପକ୍କା ଘର

ଓଡ଼ିଶା ଗସ୍ତରେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ।

ଆଜି ବଲାଙ୍ଗୀରରେ ଆୟୋଜିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣର ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ସେ ଯୋଗଦେବେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ରହିବେ।

ଏହି ଅବସରରେ ରାଜ୍ୟର ହିତାଧିକାରୀଙ୍କୁ ଅତିରିକ୍ତ ୨ ଲକ୍ଷ ୯୧ ହଜାର ୬୬୬ଟି ଘର ଆବଣ୍ଟନ କରାଯିବ।

Advertisment କେବଳ ବଲାଙ୍ଗୀର ନୁହେଁ, ରାଜ୍ୟର ସମସ୍ତ ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସ୍ତରରେ ମଧ୍ୟ ଏହି କାର୍ଯ୍ୟକ୍ରମ ଆୟୋଜନ ହେବ।

ପୂର୍ବରୁ ଆବାସ ଯୋଜନାରେ ୪ ଲକ୍ଷ ଏବଂ ଅନ୍ତ୍ୟୋଦୟ ଯୋଜନାରେ ୫ ଲକ୍ଷ ଘର ମିଳିଥିବା ବେଳେ ଏବେ ଆଉ ଅଧିକ ଘର ଆବଣ୍ଟନ ହେବ।

ଏହାଦ୍ୱାରା ରାଜ୍ୟର ଲକ୍ଷଲକ୍ଷ ଗରିବ ଓ ଯୋଗ୍ୟ ପରିବାରଙ୍କ ପକ୍କା ଘର ସ୍ୱପ୍ନ ସାକାର ହେବାକୁ ଯାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)