20 Buffaloes Rescued: ବେଆଇନ ଚାଲାଣ ବେଳେ ରାଜଧାନୀରୁ ୨୦ ମଇଁଷି ଉଦ୍ଧାର, କଣ୍ଟେନର୍ ଚାଳକ ଫେରାର

Oct 12, 2026 - 11:16
20 Buffaloes Rescued: ବେଆଇନ ଚାଲାଣ ବେଳେ ରାଜଧାନୀରୁ ୨୦ ମଇଁଷି ଉଦ୍ଧାର, କଣ୍ଟେନର୍ ଚାଳକ ଫେରାର

"ଭୁବନେଶ୍ବର: ଆଜି ସକାଳେ ବେଆଇନ ଗୋ ଚାଲାଣ ଖବର ପାଇ ମାଡ଼ିବସିଲା ପୁଲିସ୍।

ସୂଚନା ଅନୁଯାୟୀ, ଭୁବନେଶ୍ବରର ଆଚାର୍ଯ୍ୟ ବିହାରଠାରେ ଏକ କଣ୍ଟେନର୍ ମଇଁଷିନେଇ ଚାଲାଣ କରିବାକୁ ନିଆଯାଉଥିବା ବେଳେ ପୁଲିସ୍ ଗାଡ଼ିରୁ ୨୦ ମଇଁଷି ଉଦ୍ଧାର କରିଛି।

ତେବେ ଘଟଣାସ୍ଥଳରୁ କଣ୍ଟେନର୍ ଚାଳକ ଫେରାର ହୋଇଯାଇଛି।

ଏହାକୁ ନେଇ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିଲା।

ପୁଲିସ ଗାଡ଼ିକୁ ଜବତ କରି ଅଧିକ ତଦନ୍ତ ଚଳାଇଛି।Advertisment Birth Anniversary: ଅକ୍ଷୟ ମହାନ୍ତିଙ୍କ ଜନ୍ମଦିନ: ଖୋକା ଭାଇଙ୍କ ସ୍ବରାରୋପିତ "ଏଇ ତ ଦୁନିଆଁ"ରୁ ଆରମ୍ଭ ହୋଇଥିଲା ପ୍ରଯୋଜକ ରବୀନ୍ଦ୍ର ମୋହନ ସାହୁଙ୍କ ଯାତ୍ରା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)