₹100 Crore Sanctioned for Road Upgrade: କଳିଙ୍ଗ ଷ୍ଟାଡିୟମ୍ ଗେଟ୍ ନଂ-୪ରୁ ରଘୁନାଥପୁର ବ୍ରିଜ୍ ଯାଏଁ ହେବ ଫ୍ଲାଏଓଭର, ୧୦୦ କୋଟି ମଞ୍ଜୁର

Nov 24, 2026 - 09:51
₹100 Crore Sanctioned for Road Upgrade: କଳିଙ୍ଗ ଷ୍ଟାଡିୟମ୍ ଗେଟ୍ ନଂ-୪ରୁ ରଘୁନାଥପୁର ବ୍ରିଜ୍ ଯାଏଁ ହେବ ଫ୍ଲାଏଓଭର, ୧୦୦ କୋଟି ମଞ୍ଜୁର

ଭୁବନେଶ୍ବର ଜୟଦେବ ବିହାର–ନନ୍ଦନକାନନ ରାସ୍ତାର ଉନ୍ନତୀକରଣ ପାଇଁ ୧୦୦ କୋଟି ମଞ୍ଜୁର।

କଳିଙ୍ଗ ଷ୍ଟାଡିୟମ୍ ଗେଟ୍ ନମ୍ବର ୪ରୁ ରଘୁନାଥପୁର ବ୍ରିଜ୍ ପର୍ଯ୍ୟନ୍ତ ନିର୍ମାଣ ହେବ ଫ୍ଲାଏଓଭର।

୨୦୨୬-୨୭ ଆର୍ଥିକ ବର୍ଷରେ ଏହି ପ୍ରକଳ୍ପ କାର୍ଯ୍ୟ ପାଇଁ ରାଜ୍ୟପାଳଙ୍କ ଅନୁମୋଦନକ୍ରମେ ଅର୍ଥ ମଞ୍ଜୁର କରାଯାଇଛି।

ଜୟଦେବ ବିହାରରୁ ରଘୁନାଥପୁର ପ୍ରାୟ ସାଢେ ୯ କିଲୋମିଟର ପର୍ଯ୍ୟନ୍ତ ରାସ୍ତାର ଉନ୍ନତୀକରଣ ହେବ।

Advertisment ଏଥିସହ ବିଭିନ୍ନ ଛକରେ ଫ୍ଲାଏଓଭର ନିର୍ମାଣ କରାଯିବ।

ଏଥିପାଇଁ ଖୋର୍ଦ୍ଧା ଜିଲ୍ଲା ଟ୍ରେଜେରି ମାଧ୍ୟମରେ ଅର୍ଥ ବ୍ୟୟ ହେବ।

ଓଡ଼ିଶା ରାଜ୍ୟ ସଡ଼କ ପ୍ରକଳ୍ପ-OSRPର ଭୁବନେଶ୍ୱରସ୍ଥିତ ପ୍ରକଳ୍ପ ପରିଚାଳନା ୟୁନିଟ୍ ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଏହି ଅର୍ଥର ଆହରଣ ଓ ବିତରଣ ଦାୟିତ୍ୱ ଦିଆଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)