୨୭.୭.୨୦୨୬ ସୋମବାର

Jul 27, 2026 - 07:15
୨୭.୭.୨୦୨୬  ସୋମବାର

 

 

ମେଷ: ସୁସମାଚାର, େହବା କାର୍ଯ୍ୟ ବିଳମ୍ବ, ଯାନ୍ତ୍ରିକ ସମସ୍ୟା, ଦୂର ଯାତ୍ରା ସଫଳ, ଦ୍ରବ୍ୟ ଲାଭ, ଶତ୍ରୁ ସମସ୍ୟା, ସହଯୋଗ ପ୍ରାପ୍ତି, ଧର୍ମକାର୍ଯ୍ୟରେ ସଫଳ, ଶାରୀରିକ ସୁସ୍ଥ, ବିଦ୍ୟାରେ ସଫଳଅଶ୍ବିନ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-, ଆରାଧନା- ମାମଙ୍ଗଳା

ବୃଷ: କାର୍ଯ୍ୟରେ ସଫଳ, ନୂତନ ବନ୍ଧୁ ଲାଭ, ଶତ୍ରୁ ପରାଜିତ, ସମ୍ମାନ ଲାଭ, ବ୍ୟବସାୟରେ ସଫଳ, ଭୂସମ୍ପତ୍ତି ଲାଭ, ପାରିବାରିକ ସହାୟତା, ନୂତନ ଚୁକ୍ତି, ମାନନସିକ ଶାନ୍ତି, ସନ୍ତାନ ଲାଭ।  ରୋହିଣୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୧୦, ଆରାଧନା- ମହାଲକ୍ଷ୍ମୀ

ମିଥୁନ:  ମାନସିକ କ୍ଳେଶ, ଶରୀର ସୁସ୍ଥ, ବ୍ୟବସାୟିକ କଷ୍ଟ, ଶତ୍ରୁ ସମସ୍ୟା, ଉଚ୍ଚ ଆଶା ସଫଳ, କାର୍ଯ୍ୟରେ ଅଶାନ୍ତି, ଦୂର ଯାତ୍ରା ସଫଳ, ଗୃହେ ଉତ୍ସବ, ଅଚାନକ ଦ୍ରବ୍ୟ ଲାଭ, ପିଲାଙ୍କ ଖୁସି।  ମୃଗଶିରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- କେଶର, ସଂଖ୍ୟା-, ଆରାଧନା- ପ୍ରଭୁ ହନୁମାନ

କର୍କଟ: ଦ୍ରବ୍ୟ ଲାଭ, ଅର୍ଥ ସମସ୍ୟାରୁ ମୁକ୍ତି, ପାରିବାରିକ ସହାୟତା, ଦାମ୍ପତ୍ୟ ଖୁସି, ଦୂର ଯାତ୍ରା ସଫଳ, ସମ୍ମାନ ପ୍ରାପ୍ତି, ସମସ୍ୟା ସମାଧାନ, ନୂତନ ବ୍ୟବସାୟ ଆରମ୍ଭ, ବନ୍ଧୁ ଲାଭ, ବିଦ୍ୟାରେ ସଫଳଅଶ୍ଳେଷା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଗୋଲାପି, ସଂଖ୍ୟା-, ଆରାଧନା-ପ୍ରଭୁ ଲିଙ୍ଗରାଜ

ସିଂହ: ଆୟରେ ଉନ୍ନତି, ବିବାଦ ସମାଧାନ, ଉଚ୍ଚ ଆଶା ସଫଳ, ଧାର୍ମିକ କାର୍ଯ୍ୟରେ ଶାନ୍ତି, ସମ୍ପତ୍ତି ଲାଭ, ମାନସିକ ଶାନ୍ତି, ନୂତନ ବିବାଦ, ସନ୍ତାନ ଲାଭ, ବନ୍ଧୁ ଦର୍ଶନପୂର୍ବାଫାଲଗୁନି ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-, ଆରାଧନା-ପ୍ରଭୁ ରାଧାବଲ୍ଲଭ

କନ୍ୟା: ଆଧ୍ୟାତ୍ମିକ ଖୁସି, ସମ୍ପତ୍ତି ବିବାଦ, ଗୃହେ ସହଯୋଗ, ଦାମ୍ପତ୍ୟ କଳହ, କିଛି ବିବାଦ ସମାଧନ, ଯାତ୍ରା କଷ୍ଟ, ଶାରୀରିକ ସୁସ୍ଥ, ନୂତନ ଆୟ, ବନ୍ଧୁ ଲାଭ, ବ୍ୟବସାୟରେ ସ୍ବଳ୍ପ ଲାଭ, ଆଶା ସଫଳହସ୍ତା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-, ଆରାଧନା- ମାଭଗବତୀ

ତୁଳା: କାର୍ଯ୍ୟରେ ଅସଫଳ, ଅର୍ଥ ସମସ୍ୟା, ବ୍ୟବସାୟରେ ଶତ୍ରୁତା, ଗାଡ଼ି ଚାଳନାରେ ସତର୍କ, ପାରିବାରିକ ସହାୟତା, ନୂତନ ବନ୍ଧୁ ଲାଭ, ଅଚାନକ ଦ୍ରବ୍ୟ ଲାଭ, ସନ୍ତାନ ଲାଭସ୍ବାତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-, ଆରାଧନା- ମାବଗଳାମୁଖୀ

ବିଛା: ପ୍ରୀତି ବୃଦ୍ଧ଄, କିଛି ସମସ୍ୟା, ମାନସିକ ଶାନ୍ତି, ଦ୍ରବ୍ୟ ଲାଭ, ସୁମିଷ୍ଟ େଭାଜନ ପ୍ରାପ୍ତି, ବ୍ୟବସାୟିକ ଖୁସି, ଶତ୍ରୁ ସମସ୍ୟାରୁ ମୁକ୍ତି, ଦେବକାର୍ଯ୍ୟରେ ଆନନ୍ଦ, ବନ୍ଧୁଗୃହେ ଯାତ୍ରା, ପିଲାଙ୍କ ସହାୟତା।  ଅନୁରାଧା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-, ଆରାଧନା- ଭଗବାନ ବିଷ୍ଣୁ

ଧନୁ: ସହସା ଧନଲାଭ, କାର୍ଯ୍ୟରେ ସଫଳତା, ଉତ୍ସବରେ ଖୁସି, ବ୍ୟବସାୟରେ ଲାଭ, ବିବାଦ ସମାଧାନ, ଲୋକସମ୍ପର୍କ ବୃଦ୍ଧ଄, ଶତ୍ରୁ ପରାଜିତ, ପାରିବାରିକ ଖୁସି, ବିଦ୍ୟାରେ ସଫଳତାପୂର୍ବାଷାଢ଼ା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା-ମହାଲକ୍ଷ୍ମୀ

ମକର: ସନ୍ତାନ କଷ୍ଟ, ଦୂର ଯାତ୍ରା, ପାରିବାରିକ ସହଯୋଗ, ଉତ୍ସବରେ ଖୁସି, ଶତ୍ରୁ ସମସ୍ୟା, ସନ୍ଥ ଦର୍ଶନ, ନୂତନ କର୍ମେ ଲାଭ, ଦାମ୍ପତ୍ୟ ଖୁସି, ବନ୍ଧୁ ଲାଭ, ସମ୍ପତ୍ତି ବିବାଦ।  

ଶ୍ରବଣା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନୀଳ, ସଂଖ୍ୟା-, ଆରାଧନା- ପ୍ରଭୁ ନୃସିଂହ

କୁମ୍ଭ: ଅର୍ଥ ଲାଭ, ନୂତନ କାର୍ଯ୍ୟରେ ଖୁସି, ମାନସିକ ଶାନ୍ତି, ଗୃହେ ଶୁଭକାର୍ଯ୍ୟ, ବ୍ୟବସାୟରେ ଲାଭ, ହଠାତ୍ ଦୂର ଯାତ୍ରା, ନୂତନ ବନ୍ଧୁ ଲାଭ, ଶାରୀରିକ ସୁସ୍ଥ, ଦାମ୍ପତ୍ୟ ଖୁସି।  ପୂର୍ବଭାଦ୍ର ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- କଳା, ସଂଖ୍ୟା-, ଆରାଧନା- ପ୍ରଭୁ ଗଣେଶ

ମୀନ: ନୂତନ ଆୟ, ସନ୍ତାନ ସୁଖ, ସ୍ବାଦିଷ୍ଟ ଭୋଜନ, ଲୋକସମ୍ପର୍କରେ ଉନ୍ନତି, ପାରିବାରିକ ସହାୟତା, ସୁସମାଚାର, ମାନସିକ ଶାନ୍ତି, ସମ୍ପତ୍ତି ଲାଭ, ଦୂର ଯାତ୍ରା ସଫଳ, ଆଶା ସଫଳରେବତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-, ଆରାଧନା- ପ୍ରଭୁ ଲୋକନାଥ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।