ସ୍ବାମୀ ମରିବା ପରେ ବି ୪୨ଦିନ ଯାଏଁ ଚାଲିଥିଲା ଚିକିତ୍ସା !

Aug 13, 2026 - 15:50
ସ୍ବାମୀ ମରିବା ପରେ ବି ୪୨ଦିନ ଯାଏଁ ଚାଲିଥିଲା ଚିକିତ୍ସା !

"ରୋଗ ହେଲା...ଚିକିତ୍ସା ପାଇଁ ଡାକ୍ତରଖାନା ଗଲେ...ଆଉ ଶେଷରେ ଜୀବନ ଚାଲିଗଲା।

ଅକାଳରେ ଭେଣ୍ଡିଆ ପୁଅକୁ ହରାଇ ଭାଙ୍ଗିପଡ଼ିଥିଲେ ପରିବାର ଓ ପତ୍ନୀ।

ଶେଷକୃତ୍ୟ ସରିଲା ଏବଂ ପରିବାର ପୁଣି ଥରେ ସ୍ବାଭାବିକ ଜୀବନ ବଞ୍ଚିବାକୁ ଚେଷ୍ଟା କରିବାରେ ଲାଗିପଡ଼ିଲେ।

ଚାହୁଁ ଚାହୁଁ ୪୨ଦିନ ବିତିଗଲା।

ହେଲେ ସ୍ବାମୀ ଚାଲିଯିବା ପରେ ବି ତାଙ୍କର ଚିକିତ୍ସା ଚାଲୁ ରହିଥିବା ଜାଣି ଚମକି ପଡ଼ିଥିଲେ ପତ୍ନୀ।

ଫୋନକୁ ଆସିଥିବା ସେହି ଗୋଟାଏ ମେସେଜ୍ ପୂରା ପରିବାରକୁ ଚମକାଇ ଦେଇଥିଲା।

ସମସ୍ତେ କେବଳ ଗୋଟାଏ କଥା ଭାବୁଥିଲେ...ମରିଯାଇଥିବା ଲୋକର ଚିକିତ୍ସା ଚାଲୁଛି କିପରି?Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media