ସ୍କୁଲ ପିଲାଙ୍କୁ ମିଳିବ ନୂଆ ସ୍କୁଲ ବ୍ୟାଗ

Jun 25, 2026 - 11:53
ସ୍କୁଲ ପିଲାଙ୍କୁ ମିଳିବ ନୂଆ ସ୍କୁଲ ବ୍ୟାଗ

ଭୁବନେଶ୍ୱର : ପିଲାଙ୍କୁ ମିଳିବ ନୂଆ ସ୍କୁଲ ବ୍ୟାଗ । ଶିଶୁ ବାଟିକାରୁ ୩ୟ ଶ୍ରେଣୀ ପିଲାଙ୍କୁ ଯୋଗାଇ ଦିଆଯିବ ବ୍ୟାଗ ।  ଏଥିପାଇଁ ଓସେପା ପକ୍ଷରୁ କଡା ନିର୍ଦେଶ ରହିଛି । ବ୍ଲକ ସ୍ତରରୁ ଯୋଶୀଙ୍କ ଯୋଗାଇବ ବ୍ୟାଗ । ଶୀଘ୍ର ବଣ୍ଟନ ପାଇଁ ଡିଇଓ ଇବିପିନ ଡିପିସିଙ୍କ ଓସେପା ନିର୍ଦେଶ ଦେଇଛି ।