ଭିଜିଲାନ୍ସ କବଜାରେ ରାଉରକେଲା ଅବକାରୀ ଅଧିକ୍ଷକ ଧନେଶ୍ୱର ବରାଡ

Sep 12, 2026 - 12:24
ଭିଜିଲାନ୍ସ କବଜାରେ ରାଉରକେଲା ଅବକାରୀ ଅଧିକ୍ଷକ ଧନେଶ୍ୱର ବରାଡ

ନନ୍ଦିଘୋଷ ବ୍ୟୁରୋ :ଭିଜିଲାନ୍ସ କବଜାରେ ରାଉରକେଲା ଅବକାରୀ ଅଧିକ୍ଷକ ଧନେଶ୍ୱର ବରାଡ । ମଦ ଲାଇସେନ୍ସଧାରୀମାନଙ୍କ ଟଙ୍କା ସଂଗ୍ରହ କରିଥିବା ଅଭିଯୋଗରେ ଚଢ଼ଉ ।  ୫ ଲକ୍ଷ ଟଙ୍କା ଜଵତ କଲା ଭିଜିଲାନ୍ସ ଟିମ୍ । ରାଉରକେଲା ଭିଜିଲାନ୍ସ ଅଫିସରେ ଅଟକ ରଖି ତାଙ୍କୁ ପଚରା ଉଚରା କରାଯାଉଛି । ରାଉରକେଲା ବାସଭବନ ଓ ଭୁବନେଶ୍ବର ବାସଭବନରେ ଏକ ସମୟରେ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ ଜାରି ରହିଥିବା ବେଳେ ଯାଞ୍ଚ ପରେ ସବିଶେଷ ତଥ୍ୟ ଜଣାପଡିଵ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମଦ ଦୋକାନର ବିକ୍ରେତାଙ୍କ ମାଧ୍ୟମରେ ଏକ ସ୍କର୍ପିଓରେ ୫ ଲକ୍ଷ ଟଙ୍କା ପଠାଉଥିବା ବେଳେ ଅଟକାଇ ଟଙ୍କା ଜବତ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ ସୁଚନା ଦିଆଯାଇଛି । ଜବତ ହୋଇଥିବା ୫ ଲକ୍ଷ ଟଙ୍କା କିଏ ଦେଇଥିଲେ ସେ ସମ୍ପର୍କରେ ଅବକାରୀ ଅଧିକ୍ଷକଙ୍କୁ ଭିଜିଲାନ୍ସ ବିଭାଗ ପକ୍ଷରୁ ପଚରା ଉଚରା କରାଯାଉଛି ।….

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)