ବୈଭବଙ୍କ ବିଶ୍ୱରେକର୍ଡ: ୫୨ ବଲ୍‌ରେ ମାରିଲେ ଦ୍ୱିଶତକ, ସେମିରେ ଭାରତ

Nov 24, 2026 - 17:43
ବୈଭବଙ୍କ ବିଶ୍ୱରେକର୍ଡ: ୫୨ ବଲ୍‌ରେ ମାରିଲେ ଦ୍ୱିଶତକ, ସେମିରେ ଭାରତ

ଦୋହା : ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ ।

ୟୁଏଇ ବିପକ୍ଷ ମ୍ୟାଚ୍‌ରେ ୨୮ ବଲ୍‌ରେ ଶତକ ମାରିଥିବା ବେଳେ ଏବେ ମାତ୍ର ୫୨ ବଲ୍‌ରେ ହାସଲ କରିଛନ୍ତି ଦ୍ୱିଶତକ ।

ଏହା ସହ ନିଜ ନାଁରେ ଯୋଡ଼ିଛନ୍ତି ବିଶ୍ୱରେକର୍ଡ ।

ଲିଷ୍ଟ A ମ୍ୟାଚ୍‌ରେ ସବୁଠୁ କମ୍‌ ବଲ୍‌ରେ ଦ୍ୱିଶତକ ହାସଲ କରିଛନ୍ତି ବୈଭବ ।

ଏଥିରେ ସାମିଲ ରହିଛି ୨୮ଟି ଛକା ଓ ୭ଟି ଚୌକା ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)