ପୁଣି ଖସିଲା ସୁନା ଓ ରୁପା ଦର ! ସପ୍ତାହକରେ ୧୨ ହଜାରରୁ ଅଧିକ କମିଲା ମୂଲ୍ୟ

Nov 22, 2026 - 21:17
ପୁଣି ଖସିଲା ସୁନା ଓ ରୁପା ଦର ! ସପ୍ତାହକରେ ୧୨ ହଜାରରୁ ଅଧିକ କମିଲା ମୂଲ୍ୟ

ନନ୍ଦିଘୋଷ ବ୍ୟୁରୋ : ଶସ୍ତା ହେଉଛି ସୁନା ଓ ରୁପା। ଲଗାତାର ଭାବେ ସୁନା ଦର ପୁଣି ଥରେ ତଳ ମୁହାଁ ହୋଇଛି। ଆମେରିକାର ମୁଦ୍ରାସ୍ଫୀତି ଯୋଗୁ ସୁନା ଓ ରୁପା ଦରରେ ଗତ ସପ୍ତାହକ ଭିତରେ ୧୨ ହଜାର ଟଙ୍କାରୁ ଅଧିକ ହ୍ରାସ ପାଇଲାଣି। ଆଜି ରାଜଧାନୀରେ ୨୨ କ୍ଯାରେଟ ସୁନା ୧୦ ଗ୍ରାମ ମୂଲ୍ଯ ରହିଛି ୧ ଲକ୍ଷ ୧୨ ହଜାର ୧୩୬ ଟଙ୍କା। ୨୪ କ୍ଯାରେଟ ସୁନା ଦର ୧୦ ଗ୍ରାମ ପିଛା ହୋଇଛି ୧ ଲକ୍ଷ ୨୨ ହଜାର ୩୩୦ ଗ୍ରାମ । ସେହିଭଳି ରୁପା କିଲୋ ମୂଲ୍ଯ ହ୍ରାସ ପାଇ ହୋଇଛି ୧ ଲକ୍ଷ ୪୯ ହଜାର ୩୭୦ ଟଙ୍କା। ଆଗକୁ ସୁନା ଓ ରୁପା ଦର ଆହୁରି କମିବା ନେଇ ଆଶା ରଖିଛନ୍ତି ବଜାର ବିଶେଷଜ୍ଞ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)