ଜେଜେ ଦେଲେ ଆଶୀର୍ବାଦ ‘ବହୁତ ଭାଗ୍ୟଶାଳୀ ହୁଅ‘
ଦୁନିଆ ପାଇଁ ସେ ବଲିଉଡର ମହାନାୟକ ହେଲେ ପରିବାର ପାଇଁ ଜଣେ ସ୍ନେହୀ ମଣିଷ।
ନିଜ ପରିବାରକୁ ଖୁବ ଭଲପାଉଥିବା ଅମିତାଭ ବଚ୍ଚନଙ୍କ ହୃଦୟରେ ନାତୁଣୀ ଆରାଧ୍ୟାଙ୍କ ପାଇଁ ରହିଛି ସ୍ୱତନ୍ତ୍ର ସ୍ଥାନ।
ଆଉ ଏବେ ଆରାଧ୍ୟାଙ୍କ ଜନ୍ମଦିନରେ ବିଗ୍ ବିଙ୍କ ଏକ ପୋଷ୍ଟ ଚର୍ଚ୍ଚାକୁ ଆସିଛି।
ନାତୁଣୀଙ୍କ ଜନ୍ମଦିନରେ ଏକ ଭାବପ୍ରବଣ ବାର୍ତ୍ତା ଲେଖି ତାଙ୍କୁ ଆଶୀର୍ବାଦ ଦେଇଛନ୍ତି ଅମିତାଭ।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
