Bali Jatra Tragedy: ବାଲିଯାତ୍ରାରେ ପୁଣି ବଡ଼ ଅଘଟଣ, ଦୋଳିରୁ ଖସି ଜଣଙ୍କ ମୃତ୍ୟୁ; ସୁରକ୍ଷା ବ୍ୟବସ୍ଥାକୁ ନେଇ ବଢିଲା ଚିନ୍ତା

Nov 27, 2026 - 09:59
Bali Jatra Tragedy: ବାଲିଯାତ୍ରାରେ ପୁଣି ବଡ଼ ଅଘଟଣ, ଦୋଳିରୁ ଖସି ଜଣଙ୍କ ମୃତ୍ୟୁ; ସୁରକ୍ଷା ବ୍ୟବସ୍ଥାକୁ ନେଇ ବଢିଲା ଚିନ୍ତା

ବାଲିଯାତ୍ରାରେ ପୁଣି ଅଘଟଣ।

ଦୋଳିରୁ ଖସି ଜଣଙ୍କର ମୃତ୍ୟୁ ଘଟିଛି।

କଟକ ଇନ୍ କଟକ ନିକଟରେ ଦୋଳିରୁ ଖସିପଡ଼ିଥିଲେ ଜଣେ ବ୍ୟକ୍ତି।

ଗତକାଲି ପ୍ରବଳ ଭିଡ଼ ମଧ୍ୟରେ ଏହି ଅଘଟଣ ଘଟିବା ପରେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ନିଆଯାଇଥିଲା, ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି।

ଏଯାଏଁ ମୃତକଙ୍କ ପରିଚୟ ମିଳିନାହିଁ।

Advertisment ଅନ୍ୟପଟେ ବାଲିଯାତ୍ରାରେ ଲଗାତାର ଅଘଟଣକୁ ନେଇ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି।

ପୂର୍ବରୁ ଡ୍ୟୁଟିରେ ଥିବା ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ, ମହାନଦୀରେ ବୁଡ଼ି ଜଣଙ୍କ ମୃତ୍ୟୁ ଏବଂ ଉଦ୍ ଘାଟନୀ ସନ୍ଧ୍ୟାରେ ଜଣେ ବ୍ୟକ୍ତି ଗୁରୁତର ହେବା ଘଟଣା ପରେ ପୁଣି ଏହି ଦୋଳି ଦୁର୍ଘଟଣା ଆୟୋଜନ ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତା ବଢ଼ାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)