ଖଡ଼ଖାଇ, ବାଙ୍କବଳ ନଦୀବନ୍ଧର ସମସ୍ତ ଗେଟ୍ ଖୋଲା
/sambad/media/media_files/2026/08/13/1004319438-2026-08-13-22-54-29.jpg)
ବାଙ୍କବଳ ନଦୀବନ୍ଧରୁ ୧୯୦ କ୍ୟୁମେକ୍ ଜଳ ନିଷ୍କାସିତା ହେଉଥିବା ବେଳେ ନେସା ନଦୀବନ୍ଧରୁ ମଧ୍ୟ ଉଛୁଳି ଜଳ ନିଷ୍କାସନ ହେଉଛି, ଯାହା ଦ୍ୱାରା ଲଗାଣ ବର୍ଷାରେ ନଦୀ, ବନ୍ଧ ଓ ଜଳାଶୟର ଜଳସ୍ତର ବୃଦ୍ଧି ପାଇଛି ।ନଦୀ ତଳିଆ ଅଞ୍ଚଳର ଲୋକଙ୍କୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରାଯିବା ସହିତ ନଦୀକୁ ନଯିବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ବୋଲି କହିଛନ୍ତି ରାଇରଙ୍ଗପୁର ଜଳସମ୍ପଦ ବିଭାଗର ଏସଇ ତପନ କୁମାର।
/sambad/media/media_files/2026/08/13/1004322172-2026-08-13-22-54-44.jpg)
ତେବେ ଖଡଖାଇ ଓ ବାଙ୍କବଳ ଡ୍ୟାମର ଜଳରୁ ଖଡଖାଇ ନଦୀର ବନ୍ୟା ସୃଷ୍ଟି ହୋଇଛି। ଯାହାଫଳରେ ତଳିଆ ଅଞ୍ଚଳରଲୋକେ ବହୁ ଭୟବିତ ଅଛନ୍ତି। ତେବେ ବନ୍ୟାଜଳ ଦେଖିବା ପାଇଁ ଲୋକଙ୍କ ନାହିଁ ନଥିବା ଭିଡ ଜମିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
