୬.୭.୨୦୨୬ ସୋମବାର

ମେଷ: ଦୂରଯାତ୍ରା, ଶୁଭ ଖବର, ଅନୁଷ୍ଠାନରୁ ଲାଭ, ବନ୍ଧୁମିଳନ, ଗୃହେ ଉତ୍ସବ, ପାରିବାରିକ ସହଯୋଗ, ସନ୍ତାନ ସମସ୍ୟା, ନୂତନ କାର୍ଯ୍ୟ ଆରମ୍ଭ, ଶାରୀରିକ ସୁସ୍ଥତା, ମାମଲା ସମାଧାନ, ଦେବ କାର୍ଯ୍ୟରେ ବିଳମ୍ବ। ଦ୍ବିଜା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୮, ଆରାଧନା- ମା’ ଭଗବତୀ
ବୃଷ: ଆର୍ଥକ ଚିନ୍ତା, ଶାରୀରିକ ଅସୁସ୍ଥ, ବ୍ୟବସାୟରେ ସାମାନ୍ୟ ଲାଭ, ଶୁଭ ସମାଚାର, କର୍ମକ୍ଷେତ୍ରରେ ବିରୋଧ, ଆଶା ବିଫଳ, ପାରିବାରିକ ଖୁସି, ବନ୍ଧୁ ମିଳନ, ନୂତନ କାର୍ଯ୍ୟରେ ଲାଭ, ବିଦ୍ୟାରେ ସଫଳତା, ଉତ୍ସବ ପ୍ରତି ଆସକ୍ତି। ରୋହିଣୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୬, ଆରାଧନା- ମହାଲକ୍ଷ୍ମୀ।
ମିଥୁନ: ସମ୍ମାନ ହାନି, ଅର୍ଥ ଚିନ୍ତା, ପାରିବାରିକ ସମସ୍ୟା, କିଛି ମାମଲାରେ ପଡ଼ିପାରନ୍ତି, ନୂତନ ନିଯୁକ୍ତିରେ ବିଳମ୍ବ, ବ୍ୟବସାୟରେ ସ୍ବଳ୍ପ ଲାଭ, ଶତ୍ରୁ ସମସ୍ୟା, ଶାରୀରିକ ସୁସ୍ଥ, ବନ୍ଧୁ ସାହାଯ୍ୟ, ସମ୍ପତ୍ତି ଗଣ୍ଡଗୋଳ, ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତା। ପୁନର୍ବସୁ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଲାଲ, ସଂଖ୍ୟା-୭, ଆରାଧନା- ପ୍ରଭୁ ହନୁମାନ
କର୍କଟ: ଆର୍ଥକ ଖୁସି, ଶୁଭ ଖବର, ନୂତନ କର୍ମେ ଆନନ୍ଦ, ଦ୍ରବ୍ୟ ପ୍ରାପ୍ତି, ନୂତନ ବନ୍ଧୁ ଲାଭ, ବିଦେଶ ଭ୍ରମଣ, ମାମଲା ସମାଧାନ, ବ୍ୟବସାୟରେ ସନ୍ତୁଷ୍ଟ, ଶତ୍ରୁ ସମାଧାନ, ଭୂସମ୍ପତ୍ତି ଲାଭ, ଅତିଥÒ ସତ୍କାର, ଆଶା ପୂର୍ଣ୍ଣ। ଅଶ୍ଳେଷା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ବାଇଗଣି, ସଂଖ୍ୟା-୧୦, ଆରାଧନା-ଲକ୍ଷ୍ମୀନାରାୟଣ
ସିଂହ: ଦୂର ଯାତ୍ରା, େଲାକସମ୍ପର୍କରେ ଉନ୍ନତି, କର୍ମେ ଅସନ୍ତୋଷ, ଶତ୍ରୁ ସମସ୍ୟା, ଅର୍ଥ ଖର୍ଚ୍ଚ, ନୂତନ କର୍ମାରମ୍ଭ, ଯାତ୍ରାରେ ସତର୍କ, ହେଉଥÒବା କାର୍ଯ୍ୟରେ ବିଳମ୍ବ, ଅନୁଷ୍ଠାନରୁ ଲାଭ, ବନ୍ଧୁ ଲାଭ, ସ୍ବଜନ ବିରୋଧ, ଶାରୀରିକ ସୁସ୍ଥ। ପୂର୍ବା ଫାଲଗୁନି ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୭, ଆରାଧନା-ପ୍ରଭୁ ରାଧାବଲ୍ଲଭ
କନ୍ୟା: ନୂତନ ଆୟ, ମାମଲାରେ ବିଜୟ, ଆର୍ଥକ ସୁଖ, ନୂତନ କାର୍ଯ୍ୟ ଆରମ୍ଭ, ପାରିବାରିକ ସହାୟତା, ଦାମ୍ପତ୍ୟ ସୁଖ, ଗୁରୁଜନେ ଖୁସି, ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତା, ଗୃହେ ଉତ୍ସବ, େଦବକାର୍ଯ୍ୟରେ ସନ୍ତୁଷ୍ଟ, ଶାରୀରିକ ସୁସ୍ଥତା, ଯାନବାହନ କ୍ରୟ,ସ୍ବାଦିଷ୍ଟ ଭୋଜନ ପ୍ରାପ୍ତି।
ହସ୍ତା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୧୨, ଆରାଧନା- ଲକ୍ଷ୍ମୀନୃସିଂହ
ତୁଳା: ଚିନ୍ତା ବୃଦ୍ଧ, ଅର୍ଥ ସମସ୍ୟା, ପାରିବାରିକ ଅସନ୍ତୋଷ, ଆଶାରେ ବିଫଳ, ଶାରୀରିକ ସୁସ୍ଥ, ନୂତନ କର୍ମରେ ଖୁସି, ଦୂର ଯାତ୍ରା, ଶୁଭ କାର୍ଯ୍ୟରେ ଧନ ବ୍ୟୟ, ବନ୍ଧୁ ସହାୟତା, ଦାମ୍ପତ୍ୟ ଖୁସି, ବିଦ୍ୟାରେ ସଫଳତା, ସନ୍ତାନ ସମସ୍ୟା। ବିଶାଖା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସଫେଦ, ସଂଖ୍ୟା-୬, ଆରାଧନା- ଶଙ୍କର ଭଗବାନ
ବିଛା: ବନ୍ଧୁମିଳନ, ବ୍ୟବସାୟରେ ଲାଭ, ଶୁଭ ଖବର, ଅର୍ଥ ସମସ୍ୟା ସମାଧାନ, ପରିବହନରେ ଲାଭ, ବନ୍ଧୁ ଲାଭ, ଗୃହେ ଉତ୍ସବ, ପୁରୁଣା ମାମଲା ସମାଧାନ, ଅନୁଷ୍ଠାନରୁ ଲାଭ, ଭୂସମ୍ପତ୍ତି ଲାଭ, ଦ୍ରବ୍ୟ ଲାଭ, ଲୋକସମ୍ପର୍କ ବୃଦ୍ଧ। ଜ୍ୟେଷ୍ଠା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୯, ଆରାଧନା- ପ୍ରଭୁ ଜଗନ୍ନାଥ।
ଧନୁ: କାର୍ଯ୍ୟରେ ବିଳମ୍ବ, ଅର୍ଥ ସମସ୍ୟା, ଅତ୍ୟଧÒକ ପରିଶ୍ରମ, ବ୍ୟବସାୟରେ ସ୍ବଳ୍ପ ଲାଭ, ଆଶାରେ ବିଳମ୍ବ, ନୂତନ କାର୍ଯ୍ୟାରମ୍ଭ, ବନ୍ଧୁ ଲାଭ, ମାମଲାରେ କଷ୍ଟ, ଦୂର ଯାତ୍ରା, ଦାମ୍ପତ୍ୟ ଖୁସି, ବିଦ୍ୟାରେ ସଫଳତା, ପାରିବାରିକ ଖୁସି। ଉତ୍ତରାଷାଢ଼ା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୩, ଆରାଧନା-ପ୍ରଭୁ ହନୁମାନ।
ମକର: କାର୍ଯ୍ୟରେ ସଫଳ, ନୂତନ ନିଯୁକ୍ତି, ପାରିବାରିକ ଖୁସି, ଦୂର ଯାତ୍ରା, ଶୁଭ କାର୍ଯ୍ୟରେ ଧନ ବ୍ୟୟ, ନୂତନ ବାଣିଜ୍ୟ ଲାଭ, ଦ୍ରବ୍ୟ ଲାଭ, ମାମଲା ସମାଧାନ, ଶୁଭ ଖବର, ଅନୁଷ୍ଠାନରୁ ଲାଭ, ଗୃହେ ଉତ୍ସବ, ଦାମ୍ପତ୍ୟ ଖୁସି, ସନ୍ତାନ ଲାଭ।
ଧନିଷ୍ଠା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନୀଳ, ସଂଖ୍ୟା-୮, ଆରାଧନା- ମା’ ମଙ୍ଗଳା
କୁମ୍ଭ: ନୂତନ ଆୟ, ଶତ୍ରୁ ପରାଜିତ, ଦ୍ରବ୍ୟ ଲାଭ, ଶାରୀରିକ ସୁସ୍ଥତା, ସୁମିଷ୍ଟ ଭୋଜନ ପ୍ରାପ୍ତି, ବନ୍ଧୁ ଲାଭ, କାର୍ଯ୍ୟରେ ସଫଳ, ଦୂର ଯାତ୍ରା, ସନ୍ତାନ ସୁଖ, ଶୁଭ ସମାଚାର, ପୁରାତନ ମାମଲାରେ କଷ୍ଟ, ସମ୍ପତ୍ତି ବିବାଦ, ବ୍ୟବସାୟିକ ଖୁସି। ପୂର୍ବଭାଦ୍ର ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ବାଇଗଣୀ, ସଂଖ୍ୟା-୮, ଆରାଧନା- ମା’ ମଙ୍ଗଳା।
ମୀନ: ବନ୍ଧୁ ସାହାଯ୍ୟ, ଉତ୍ସବ ପାଇଁ ଶୁଭ ଆାଲୋଚନା, ବ୍ୟବସାୟରେ ମଧ୍ୟମ ଫଳ, ଶତ୍ରୁ ସମସ୍ୟା, ଦାମ୍ପତ୍ୟ ଖୁସି, େଲାକସମ୍ପର୍କ ବୃଦ୍ଧ, ତୀର୍ଥାଟନ, ଯାନବାହନରେ ସତର୍କ, ବିଶିଷ୍ଟ ବ୍ୟକ୍ତି ସହାୟତା, ବିଦ୍ୟାରେ ସଫଳତା।
ରେବତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନାଲି, ସଂଖ୍ୟା-୬, ଆରାଧନା- ମା’ ଦକ୍ଷିଣକାଳୀ।