୨୯.୭.୨୦୨୬, ବୁଧବାର
ମେଷ: ଧନଲାଭ, କାର୍ଯ୍ୟ ସଫଳ, ସମ୍ମାନବୃଦ୍ଧି, ଶୁଭଖବର, ପାରିବାରିକ ସହଯୋଗ, ଭୂସମ୍ପତ୍ତିଲାଭ, ଦୂରଯାତ୍ରା, ଶରୀର ସୁସ୍ଥ, ନୂତନ ନିଯୁକ୍ତି, ଅର୍ଥଲାଭ, ଶତ୍ରୁ ପରାଜିତ, ଅଶ୍ବିନୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୧୧, ଆରାଧନା-ମହାଲକ୍ଷ୍ମୀ
ବୃଷ: ସମ୍ମାନଲାଭ, ବ୍ୟବସାୟରେ ସ୍ବଳ୍ପଲାଭ, ଶୁଭଖବର, ଆଶାରେ ବିଳମ୍ବ, ଶରୀର ସୁସ୍ଥ, ଶତ୍ରୁସମସ୍ୟା, ସମ୍ପତ୍ତିଚିନ୍ତା, ବିଦ୍ୟାରେ ସଫଳ, କୃତ୍ତିକା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୧୦, ଆରାଧନା-ଭଗବାନବିଷ୍ଣୁ
ମିଥୁନ: ଗୃହେ ଉତ୍ସବ, ଅର୍ଥସମସ୍ୟା, ଶରୀର ସୁସ୍ଥ, ମାନସିକ ଅଶାନ୍ତି, ଦାମ୍ପତ୍ୟକଳହ, ବ୍ୟବସାୟରେ ସ୍ବଳ୍ପଲାଭ, ଦୂରଯାତ୍ରା, ବନ୍ଧୁଲାଭ, ଅତିଥÒଚର୍ଚ୍ଚା, ସମ୍ମାନହାନି, ମୃଗଶିରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୯, ଆରାଧନା-ମା’ ମଙ୍ଗଳା
କର୍କଟ: ଧନବ୍ୟୟ, ମନସ୍ତାପ, ଶାରୀରିକ ସମସ୍ୟା, ଦ୍ରବ୍ୟନଷ୍ଟ, ବିଶିଷ୍ଠ କାର୍ଯ୍ୟରେ ଲାଭ, ନୂତନ କାର୍ଯ୍ୟ ଅାରମ୍ଭ, ଜମିଜମା ଗଣ୍ଡଗୋଳ, ଗାଡ଼ିଚାଳନାରେ ସାବଧାନ, ପୁନର୍ବସୁ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-୮, ଆରାଧନା-ମା’ ବଗଳାମୁଖୀ
ସିଂହ: ଦ୍ରବ୍ୟଲାଭ, ଆଶା ସଫଳ, ସମ୍ମାନପ୍ରାପ୍ତି, ସମସ୍ୟାମୁକ୍ତ, ନୂତନ କାର୍ଯ୍ୟରେ ଲାଭ, ଶୁଭଖବର, କର୍ମକ୍ଷେତ୍ରେ ଲାଭ, ଶରୀର ସୁସ୍ଥ, ଶତ୍ରୁ ପରାଜିତ, ଦାମ୍ପତ୍ୟସୁଖ, ମଘା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୭, ଆରାଧନା-ମା’ ଭଗବତୀ
କନ୍ୟା: ମାନସମ୍ମାନବୃଦ୍ଧି, ଆର୍ଥିକଖୁସି, ସମ୍ପତ୍ତିଲାଭ, ଦ୍ରବ୍ୟପ୍ରାପ୍ତି, ଶରୀର ସୁସ୍ଥ, ସନ୍ତାନଲାଭ, କର୍ମକ୍ଷେତ୍ରେ ଲାଭ, ଯାତ୍ରାରେ ସଫଳତା, ଉତ୍ତରାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-୯, ଆରାଧନା-ଉମାମହେଶ
ତୁଳା: ବାନ୍ଧବୀକଷ୍ଟ, ଶତ୍ରୁସମସ୍ୟା, ଅାଶାରେ ବାଧା, ମାନସିକକ୍କ୍ଳେଶ, ବ୍ୟବସାୟିକଲାଭ, ଶୁଭକାର୍ଯ୍ୟରେ ଶାନ୍ତି, ଶରୀରସୁସ୍ଥ, ବନ୍ଧୁସାହାଯ୍ୟ, ନୂତନ କାର୍ଯ୍ୟ ଅାରମ୍ଭ, ଚିତ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୮, ଆରାଧନା-ଶଙ୍କର ଭଗବାନ
ବିଛା: କାର୍ଯ୍ୟରେ ଅସନ୍ତୋଷ, ଶୁଭଖବରରେ ବିଳମ୍ବ, ଶତ୍ରୁବୃଦ୍ଧି, ଯାତ୍ରାରେ କଷ୍ଟ, ଶରୀର ସୁସ୍ଥ, ସମ୍ମାନବୃଦ୍ଧି, ଦ୍ରବ୍ୟନଷ୍ଟ, ବିଶିଷ୍ଠ ବ୍ୟକ୍ତି ସହଯୋଗ, ବାକିଧନପ୍ରାପ୍ତି, ନୂତନ କାର୍ଯ୍ୟରେ ଲାଭ, ବିଶାଖା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-
ଖଇରି, ସଂଖ୍ୟା-୪, ଆରାଧନା-ପ୍ରଭୁ ଜଗନ୍ନାଥ
ଧନୁ: ଆୟବୃଦ୍ଧି, ବନ୍ଧୁଦର୍ଶନ, ଦେବକାର୍ଯ୍ୟରେ ସନ୍ତୋଷ, ଶତ୍ରୁ ପରାଜିତ, ଦ୍ରବ୍ୟଲାଭ, ଦୂରଯାତ୍ରାରେ ଲାଭ, ମାମଲା ସମାଧାନ, କର୍ମକ୍ଷେତ୍ରେ ଶାନ୍ତି, ମୂଳା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୧୦, ଆରାଧନା-ପ୍ରଭୁ େଲାକନାଥ
ମକର: ସୁସମ୍ବାଦ, ଅତିଥÒଚର୍ଚ୍ଚା, ସମ୍ମାନପ୍ରାପ୍ତି, ଅର୍ଥସମସ୍ୟା, ପାରିବାରିକ କଳହ, ଦାମ୍ପତ୍ୟଖୁସି, ତୀର୍ଥଯାତ୍ରା, ଦ୍ରବ୍ୟଲାଭ, କ୍ରୟବିକ୍ରୟ, ପଦବୀଲାଭ, ପୁରାତନ ବିବାଦ, ଉତ୍ତରାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୭, ଆରାଧନା-ମା’ ଲକ୍ଷ୍ମୀ
କୁମ୍ଭ: ଆଭୂଷଣପ୍ରାପ୍ତି, ଶୁଭକାର୍ଯ୍ୟରେ ଅାଗ୍ରହ, ପାରିବାରିକ ଶତ୍ରୁତା, ବ୍ୟକ୍ତିସହାୟତା, ରାଜସମ୍ମାନଯୋଗ, ସମ୍ପତ୍ତିଲାଭ, ମାମଲା ସମାଧାନ, ଉଚ୍ଚଆଶା ପୂର୍ଣ୍ଣ, ଧନିଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୫, ଆରାଧନା-ମା’ କିଚେକୀଶ୍ବରୀ
ମୀନ: ମନସ୍ତାପ, କାର୍ଯ୍ୟ ବିଫଳ, ଦାମ୍ପତ୍ୟଖୁସି, ପିଲାଙ୍କସମସ୍ୟା, ସମ୍ପର୍କରେ ବାଧା, ଆର୍ଥିକଲାଭ, ବ୍ୟବସାୟରେ ସ୍ବଳ୍ପଲାଭ, ଶରୀର ସୁସ୍ଥ, ପୂର୍ବଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଳି, ସଂଖ୍ୟା-୩, ଆରାଧନା-ମା’ ଜଗଦ୍ଧାତ୍ରୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।