୨୯.୬.୨୦୨୬ ସୋମବାର

Jun 29, 2026 - 13:37
୨୯.୬.୨୦୨୬  ସୋମବାର

 

 

ମେଷ: କର୍ମରେ ଉନ୍ନତି, ଭୂମିବାହନ ଲାଭ, ଭଲ ବ୍ୟବସାୟ, କର୍ମକ୍ଷେତ୍ରରେ ଖୁସି, ସୁସମ୍ପର୍କ, ପାରିବାରିକ ସହଯୋଗ, ବିଶିଷ୍ଟ କାର୍ଯ୍ୟ ପ୍ରତି ଆଗ୍ରହ, ଦୂର ଯାତ୍ରା, ଶତ୍ରୁ ନାଶ, କଚେରି ମାମଲାରେ ଖୁସି, ବିଦ୍ୟା ଲାଭକୃତ୍ତିକା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-କମଳା, ସଂଖ୍ୟା-, ଆରାଧନା- କୁବେର ଭଗବାନ

ବୃଷ: ଖର୍ଚ୍ଚାନ୍ତ ଯୋଗ, କାର୍ଯ୍ୟରେ ଅସନ୍ତୁଷ୍ଟ, ବ୍ୟବସାୟରେ ଉନ୍ନତି, ନୂତନ ସହଯୋଗ, ତୀର୍ଥାଟନ, ସ୍ବଜନ କଷ୍ଟ, ମାନସିକ ଖୁସି, ଅତିଥÒ ଚର୍ଚ୍ଚା, ଦୂରସ୍ଥାନକୁ ଯାତ୍ରା, କିଛି କାର୍ଯ୍ୟରେ ଅଗ୍ରଗତି, ବିଦ୍ୟାରେ ଉନ୍ନତି, ଶତ୍ରୁ ଲାଗି ଚିନ୍ତିତ, ଗାଡ଼ି ଚାଳନାରେ ସାବଧାନମୃଗଶିରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-, ଆରାଧନା- ମାଗ୍ରାମଦେବତୀ

ମିଥୁନ:  ଧନ ଲାଭ, କାର୍ଯ୍ୟ କ୍ଷେତ୍ରରେ ଉନ୍ନତି, ବ୍ୟବସାୟରେ ଲାଭ, ସୁମିଷ୍ଟ ଖାଦ୍ୟ ପ୍ରାପ୍ତି, ସ୍ବାସ୍ଥ୍ୟରେ ଉନ୍ନତି, ସୁସମାଚାର ମିଳିବ, ସହଯୋଗ ବୃଦ୍ଧ, ପାରିବାରିକ ଖୁସି, ଶୁଭ ଆଲୋଚନା, ଦୂର ଯାତ୍ରା, ନ୍ୟାୟିକ ବ୍ୟବସ୍ଥାରେ ଆନନ୍ଦ।  ପୁନର୍ବସୁ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-, ଆରାଧନା- ମହାଲକ୍ଷ୍ମୀ୤

କର୍କଟ: କର୍ମ ପ୍ରତି ଆଗ୍ରହ, ବ୍ୟବସାୟରେ ଉନ୍ନତି, ସମ୍ମାନିତ, ମନରେ ନୂଆ କାର୍ଯ୍ୟରେ ଆଗ୍ରହ, କର୍ମ ସଫଳ, ବନ୍ଧୁଗୃହକୁ ଯାତ୍ରା, ଭୂସମ୍ପତ୍ତି ଲାଭ, ଆର୍ଥକ ସମସ୍ୟା ସମାଧାନ, ଗୃହେ  ଉତ୍ସବ, ପରିଶ୍ରମ ଅଧÒକ ରହିବ, ବିଦ୍ୟାରେ ସଫଳଅଶ୍ଳେଷା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଲାଲ୍, ସଂଖ୍ୟା-, ଆରାଧନା-ମାଦକ୍ଷିଣକାଳୀ

ସିଂହ: ଗୁରୁଜନଙ୍କ କୃପା, ଅନୁଷ୍ଠାନରୁ ଲାଭ, ପାରିବାରିକ ଖୁସି, ମାନସମ୍ମାନ ପ୍ରାପ୍ତି, ପରିଭ୍ରମଣ ଯୋଗ, ବନ୍ଧୁ ସହଯୋଗ, ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି, ଉଚ୍ଚ ଆଶା ଫଳପ୍ରଦ, ଶତ୍ରୁରେ କଷ୍ଟ, ଭୂମି ବାହନ ଲାଭ, ଧାର୍ମିକ କର୍ମ ପ୍ରତି ଆଗ୍ରହ, ପିଲାଙ୍କ ଖୁସି, ବିଦ୍ୟାରେ ସଫଳତା।  ପୂର୍ବା ଫାଲଗୁନି ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୧୦, ଆରାଧନା-ମାଭଗବତୀ

କନ୍ୟା: ଶରୀର ଅସୁସ୍ଥ, ଉତ୍ସବ ପ୍ରତି ଆଗ୍ରହ, ଶତ୍ରୁ ପରାଭବ, କାମରେ ବିଳମ୍ବ, ସ୍ବଜନବିରୋଧ, ଗାଡ଼ି ଚାଳନାରେ ସାବଧାନ, ନୂତନ ସମସ୍ୟା, ଭ୍ରାତୃ ବିରୋଧ, କମ୍ ଲାଭ, ବିଦ୍ୟାରେ ଉନ୍ନତିଚିତ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-, ଆରାଧନା- ଲକ୍ଷ୍ମୀନାରାୟଣ

ତୁଳା: ଆନନ୍ଦ ପ୍ରାପ୍ତି, ଗୃେହ ଉତ୍ସବ, ଅତିଥÒ ଚର୍ଚ୍ଚା, ବ୍ୟବସାୟରେ ସ୍ବଳ୍ପ ଲାଭ, ଶତ୍ରୁ ପୀଡ଼ା, ଉଚ୍ଚ ଆଶା ସଫଳ, ମାନସିକ ଅବସାଦ, ଦୂର ଯାତ୍ରା, ଭୂସମ୍ପତ୍ତି ଲାଭ, ପରୋପକାର, ସମାଜସେବା, ଶୁଭ ଖବର ପ୍ରାପ୍ତି।  

ବିଶାଖା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା- ଶଙ୍କର ଭଗବାନ

ବିଛା: ଦ୍ରବ୍ୟ ଲାଭ, ସମାଜସେବା, ଧର୍ମ କାର୍ଯ୍ୟ ପ୍ରତି ଆଗ୍ରହ, ଶରୀର ସୁସ୍ଥ, କର୍ମରେ ସହଯୋଗ, ନୂଆ ବ୍ୟବସାୟ ପ୍ରତି ଆଗ୍ରହ, ଶତ୍ରୁ ପରାଭବ, ଶୁଭକାର୍ଯ୍ୟରେ ଧନବ୍ୟୟ, ଆର୍ଥ଄କ ସହାୟତା, ସନ୍ତାନ ସ୍ନେହ, ଦୂର ଯାତ୍ରା, ଦାମ୍ପତ୍ୟ ଖୁସି, ବିଦ୍ୟାରେ ସଫଳତାଜ୍ୟେଷ୍ଠା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ମେରୁନ, ସଂଖ୍ୟା-, ଆରାଧନା- ପ୍ରଭୁ ଜଗନ୍ନାଥ

ଧନୁ: ରୋଗନାଶ, ଶତ୍ରୁତା ଲାଗିରହିବ, ହଠାତ୍ ଲାଭ, ଶାରୀରିକ ସୁସ୍ଥତା, ଗୃହେ ଉତ୍ସବ, ଶୁଭ ଖବର, ପରିଭ୍ରମଣ ଯୋଗ, ମାନସିକ ଶାନ୍ତି, ପିଲାଙ୍କ ଚିନ୍ତା, ଜଞ୍ଜାଳ ବୃଦ୍ଧ଄, ବ୍ୟବସାୟରେ ସ୍ବଳ୍ପ ଲାଭ, ବନ୍ଧୁ ଦର୍ଶନ, ପଡ଼ୋଶୀ କଳହ, ପାରିବାରିକ ଖୁସି, ବିଦ୍ୟାରେ  ଅବନତି।  ଧନିଷ୍ଠା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା-ଗ୍ରାମଦେବତୀ

ମକର: ଗୃହେ ଅଶାନ୍ତି, ସ୍ବଜନ ବିରୋଧ, ଉଚ୍ଚଆଶାରେ ବିଳମ୍ବ, ଅଯଥା ଖର୍ଚ୍ଚ, ମୂଲ୍ୟବାନ ପ୍ରଦାର୍ଥ ପ୍ରାପ୍ତି, ଦୂର ଯାତ୍ରା, ବନ୍ଧୁ ସହଯୋଗ, ଧାମିର୍କ ଉତ୍ସବରେ ଯୋଗଦାନ, ସ୍ତ୍ରୀ କଳହ, ଉତ୍ତମ ସ୍ବାସ୍ଥ୍ୟ, ବ୍ୟବସାୟରେ ସ୍ବଳ୍ପ ଲାଭ, ବିଦ୍ୟାରେ କଷ୍ଟ।  ଶ୍ରବଣା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ବାଇଗଣି, ସଂଖ୍ୟା-୧୦, ଆରାଧନା- ମାବଗଳାମୁଖୀ

କୁମ୍ଭ: ରାଜସମ୍ମାନ ପ୍ରାପ୍ତି, ତୀର୍ଥାଟନ ଯୋଗ, ପାରିବାରିକ ସହଯୋଗ, ଉତ୍ସବ ପ୍ରତି ଆଗ୍ରହ, ନୂତନ ଦ୍ରବ୍ୟ ଲାଭ, ଉଚ୍ଚ ଆଶା ସଫଳ, ସ୍ବାସ୍ଥ୍ୟରେ ସତର୍କତା, ଶତ୍ରୁ ନାଶ, ଭୂମିବାହନ ଲାଭ, ନୂତନ ବ୍ୟବସାୟାରମ୍ଭ, ବିଦେଶ ଯାତ୍ରା, ଗାଡ଼ିମୋଟରରେ ସାବଧାନପୂର୍ବଭାଦ୍ର ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନୀଳ, ସଂଖ୍ୟା-୧୧, ଆରାଧନା- ଲକ୍ଷ୍ମୀନୃସିଂହ

ମୀନ: କାର୍ଯ୍ୟରେ ବିଳମ୍ବ, ଶତ୍ରୁ ଦେଖାଦେବେ, ପର ିଶ୍ରମ ଅଧÒ, ଲାଭ କମ୍, ଉତ୍ସବ ପ୍ରତି ଆଗ୍ରହ, ବ୍ୟବସାୟରେ ସ୍ବଳ୍ପ ଲାଭ, ଶାରୀରିକ ସୁସ୍ଥ, ଧନଦ୍ରବ୍ୟ ନଷ୍ଟ, ନ୍ୟାୟିକ ବ୍ୟବସ୍ଥାରେ ଦୁଖ, ଅତିଥÒ ସତ୍କାର, ନୂତନ କର୍ମନିଯୁକ୍ତି, ପାରିବାରିକ ଖୁସିଉତ୍ତରଭାଦ୍ର ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନାଲି, ସଂଖ୍ୟା-, ଆରାଧନା- ମାଭୁବନେଶ୍ବରୀ