୧୫.୬.୨୦୨୬ ସୋମବାର

Jun 15, 2026 - 17:18
୧୫.୬.୨୦୨୬ ସୋମବାର



ମେଷ:  ପ୍ରୀତି ହାନି, ନୂତନ କାର୍ଯ୍ୟରେ ସମସ୍ୟା, ପାରିବାରିକ ଖୁସି, ବନ୍ଧୁ ଲାଭ, ସ୍ବାଦିଷ୍ଟ ଭୋଜନ, ଉଚ୍ଚ କାର୍ଯ୍ୟ ପାଇଁ ଦୂରଯାତ୍ରା, ଭ୍ରମଣ ଖୁସି, ସମ୍ପତ୍ତି ବିବାଦ, କର୍ମକ୍ଷେତ୍ରରେ ସମସ୍ୟା, ବ୍ୟବସାୟରେ ସ୍ବଳ୍ପ ଲାଭ, ସନ୍ତାନ ଲାଭ, ବିଦ୍ୟାରେ ସଫଳତା। ଅଶ୍ବିନ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-୫, ଆରାଧନା- ମହାଲକ୍ଷ୍ମୀ।
ବୃଷ: ଯାତ୍ରାରେ କଷ୍ଟ, ଲୋକସମ୍ପର୍କ ବୃଦ୍ଧ଄, ବ୍ୟବସାୟରେ ସ୍ବଳ୍ପ ଲାଭ, ବନ୍ଧୁ ସହଯୋଗ, ଅର୍ଥ କଷ୍ଟ, ଦ୍ରବ୍ୟ ପ୍ରାପ୍ତି, ବିଶିଷ୍ଟ କାର୍ଯ୍ୟରେ ଲାଭ, ପାରିବାରିକ ସହଯୋଗ, ସମ୍ମାନ ଲାଭ, ପୁରାତନ ବିବାଦ, ସନ୍ତାନ ସମସ୍ୟା।  କୃତ୍ତିକା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୪, ଆରାଧନା- ଶଙ୍କର ଭଗବାନ୤
ମିଥୁନ: କାର୍ଯ୍ୟରେ ସଫଳ, ବ୍ୟବସାୟରେ ଲାଭ, ସମ୍ପତ୍ତି ଲାଭ, ଶୁଭ ଖବର, ପାରିବାରିକ ସହଯୋଗ, ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ, ଦେବ ଦର୍ଶନ, ଶାରୀରିକ ସୁସ୍ଥ, କର୍ମକ୍ଷେତ୍ରରେ ସଫଳ, ବନ୍ଧୁ ଦର୍ଶନ, ଗୃହେ ଉତ୍ସବ ପାଇଁ ଆଲୋଚନା। ଆଦ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୭, ଆରାଧନା- ପ୍ରଭୁ ହନୁମାନ।
କର୍କଟ: ଶୁଭ କାର୍ଯ୍ୟରେ ଧନ ଖର୍ଚ୍ଚ, ବ୍ୟବସାୟରେ ସନ୍ତୁଷ୍ଟ, ନୂତନ କର୍ମ ଆରମ୍ଭ, ପାରିବାରିକ ଖୁସି, ବନ୍ଧୁ ଗୃହକୁ ଯାତ୍ରା, ଅନୁଷ୍ଠାନରୁ ଲାଭ, ଶତ୍ରୁ ସମସ୍ୟା, ଦାମ୍ପତ୍ୟ ଖୁସି, ବ୍ୟକ୍ତି ସାହାଯ୍ୟ, ଦେବକାର୍ଯ୍ୟ ବିଳମ୍ବ, ମାନସିକ ଅବସାଦ।  ପୁଷ୍ୟା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନାଲି, ସଂଖ୍ୟା-୬, ଆରାଧନା- ମା’ ଭୁବନେଶ୍ବରୀ।
ସିଂହ: ସୁସମାଚାର, ମାନସିକ ଶାନ୍ତି, ସମ୍ମାନ ପ୍ରାପ୍ତି, ଲୋକସମ୍ପର୍କରେ ଉନ୍ନତି, ଦେବ ଦର୍ଶନ, ଶାରୀରିକ ସୁସ୍ଥ, କର୍ମକ୍ଷେତ୍ରରେ ସମ୍ମାନ, ପଦାଧିକାରିଙ୍କ ସହିତ ଶୁଭ ଆଲୋଚନା, ବିଦ୍ୟାରେ ସଫଳ, ଅନୁଷ୍ଠାନରୁ ଲାଭ, ଖୁସିର ଦିନ। ମଘା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୧୦, ଆରାଧନା-ମା’ ଦକ୍ଷିଣକାଳୀ।
କନ୍ୟା: ଅଯଥା ଖର୍ଚ୍ଚ, ଶତ୍ରୁ ସମସ୍ୟା, ଭ୍ରମଣ କଷ୍ଟ, ଭ୍ରାତୃ େସ୍ନହ, ପାରିବାରିକ ସହଯୋଗ, ଲୋକସମ୍ପର୍କ ବୃଦ୍ଧି, ତୀର୍ଥ ଯାତ୍ରା, କିଛି କାର୍ଯ୍ୟରେ ବିବାଦ, କଚେରି ମାମଲା, ବ୍ୟବସାୟିକ କଷ୍ଟ, ଦାମ୍ପତ୍ୟ ଖୁସି, ଚୋରି ଯିବା ଭୟ। ଉତ୍ତରା ଫାଲଗୁନି ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ସବୁଜ, ସଂଖ୍ୟା-୮, ଆରାଧନା- ମା’ ଭଗବତୀ।
ତୁଳା: ଭ୍ରମଣ ସୁଖ, ଖୁସିଖବର, ଦାମ୍ପତ୍ୟ ସୁଖ, ସମ୍ମାନ ଲାଭ, ସମ୍ପତ୍ତି ବିବାଦ, ପାରିବାରିକ ଖୁସି, ସ୍ବାଦିଷ୍ଟ େଭାଜନ, ଉଚ୍ଚ ଆଶା ସଫଳ, ଦେବଦର୍ଶନ, ଗୁରୁଜନଙ୍କ ସ୍ନେହ, ଅତିଥି ସତ୍କାର, ବିଦ୍ୟାରେ ସଫଳ, କର୍ମକ୍ଷେତ୍ରରେ ସହଯୋଗ, ପଡ଼ିଶା ଗଣ୍ଡଗୋଳ। ସ୍ବାତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-କମଳା, ସଂଖ୍ୟା-୯, ଆରାଧନା- ମା’ ପାର୍ବତୀ।
ବିଛା: ଖୁସି ଖବର, ବ୍ୟବସାୟରେ ଲାଭ, ବ୍ୟକ୍ତି ସାହାଯ୍ୟ, ଅର୍ଥ ପ୍ରାପ୍ତି, ଶରୀର ସୁସ୍ଥ, ବିଶିଷ୍ଟ କାର୍ଯ୍ୟରେ ଲାଭ, ପରିବାର ସହ ମତାନ୍ତର, କର୍ମ କ୍ଷେତ୍ରରେ ଶୁଭ ଖବର, ସମ୍ମାନ ବୃଦ୍ଧି, ବନ୍ଧୁ ଖୁସି, ଶତ୍ରୁ ବୃଦ୍ଧ଄, ଦାମ୍ପତ୍ୟ ଖୁସି, ସନ୍ତାନ ଲାଭ, ଦ୍ରବ୍ୟ ଲାଭ। ଅନୁରାଧା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ହଳଦୀ, ସଂଖ୍ୟା-୮, ଆରାଧନା- ପ୍ରଭୁ ଜଗନ୍ନାଥ।
ଧନୁ: କାର୍ଯ୍ୟରେ ବାଧା, ଦ୍ରବ୍ୟ ନଷ୍ଟ, ବନ୍ଧୁ ସହଯୋଗ, ଅର୍ଥ ସମସ୍ୟା, ଅନୁଷ୍ଠାନରୁ ଲାଭ, ସନ୍ତାନ ସମସ୍ୟା, ଦୂରଯାତ୍ରା ସଫଳ, ପାରିବାରିକ ବିରୋଧ, ବ୍ୟବସାୟରେ ସ୍ବଳ୍ପ ଲାଭ, ଅପମାନ ଯୋଗ, ଶତ୍ରୁ ସମସ୍ୟା, ସମ୍ପତ୍ତି ଲାଭ। ମୂଳା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧବଳ, ସଂଖ୍ୟା-୭, ଆରାଧନା- ଗୁରୁଜନଙ୍କ ସେବା।
ମକର: ଯାତ୍ରାରେ ସତର୍କ, ବ୍ୟବସାୟିକ କଷ୍ଟ, ତୀର୍ଥଯାତ୍ରା ସଫଳ, ବନ୍ଧୁ ଦର୍ଶନ, ଦେବକାର୍ଯ୍ୟ ପ୍ରତି ଆଲୋଚନା, ମନାନ୍ତର, ଶତ୍ରୁ ସମସ୍ୟା, ବ୍ୟୟ ବୃଦ୍ଧି, ମାନସିକ ଦ୍ବନ୍ଦ୍ବ, ଉଚ୍ଚ ଆଶାରେ ବାଧା, ନୂତନ କର୍ମ ପ୍ରତି ଆଗ୍ରହ, ଲୋକସମ୍ପର୍କରେ ଖୁସି। ଉତ୍ତରାଷାଢ଼ା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- କଳା, ସଂଖ୍ୟା-୬, ଆରାଧନା- ଗ୍ରାମଦେବତୀ।
କୁମ୍ଭ: ସମ୍ପର୍କରେ ଉନ୍ନତି, ବ୍ୟବସାୟିକ ଲାଭ, ଶୁଭ ଖବର, ଶାରୀରିକ ସୁସ୍ଥ, ସମ୍ପତ୍ତି ଲାଭ, ଦୂର ଯାତ୍ରା ସଫଳ, ଦାମ୍ପତ୍ୟ ଖୁସି, କର୍ମକ୍ଷେତ୍ରରେ ମନାନ୍ତର, ଉଚ୍ଚ ଆଶା ସଫଳ, ଅର୍ଥାଦି ଲାଭ, ବାନ୍ଧବୀ ଲାଭ, ସନ୍ତାନ ଖୁସି, ଗୃହେ ଶୁଭ ଆଲୋଚନା। ଶତଭିଷା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ବାଇଗଣି, ସଂଖ୍ୟା-୯, ଆରାଧନା- ମା’ ବଗଳାମୁଖୀ।
ମୀନ: ଦ୍ରବ୍ୟ ଲାଭ, ଗୃହେ ସହଯୋଗ, ଶାରୀରିକ ସୁସ୍ଥ, ଦେବଦର୍ଶନ, ନୂତନ କାର୍ଯ୍ୟ ଆରମ୍ଭ, ସମ୍ମାନ ଲାଭ, ଦୂରଯାତ୍ରା ସଫଳ, ବିଦ୍ବାନ ବ୍ୟକ୍ତିଙ୍କ ସାହାଯ୍ୟ, ଗୃହଜଞ୍ଜଳା ବୃଦ୍ଧି, ଶୁଭ ଖବର, ଦାମ୍ପତ୍ୟ କଳହ। ଉତ୍ତରଭାଦ୍ର ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୭, ଆରାଧନା- ମା’ ବାଟମଙ୍ଗଳା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।