୧୨ ବର୍ଷ ହେଲା ଠିଆ ହୋଇଛନ୍ତି ବାବା

Jul 12, 2026 - 17:17
୧୨ ବର୍ଷ ହେଲା ଠିଆ ହୋଇଛନ୍ତି ବାବା

"ଜଣେ ସାଧାରଣ ମଣିଷ କେତେ ସମୟ ପର୍ଯ୍ୟନ୍ତ ଠିଆ ହୋଇ ରହିପାରିବେ?

କିଛି ମିନିଟ୍...

କିଛି ଘଣ୍ଟା, କିନ୍ତୁ ଘଣ୍ଟା ଘଣ୍ଟା ଧରି ଠିଆ ହେବା ଅନେକଙ୍କ ପାଇଁ କଷ୍ଟକର।

କିନ୍ତୁ ଉତ୍ତରପ୍ରଦେଶର ପବିତ୍ର ନଗରୀ ବାରାଣସୀରେ ଜଣେ ସାଧୁଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ଶୁଣିବାକୁ ମିଳିଛି ଯେ ଦୌଲତ ଗିରି ନାମକ ଏହି ସାଧୁ ଗତ ୧୨ ବର୍ଷ ଧରି ଠିଆ ହୋଇ ଭଗବାନ ଶିବଙ୍କ ଆରାଧନା କରୁଛନ୍ତି।

ଦୌଲତ ଗିରି ବାବା ଏବେ ଦୁଲାଲ ଗିରିଜୀ ମହାରାଜ ଏବଂ ସାଧୁ ଖରେଶ୍ୱରୀ ବାବା ନାମରେ ମଧ୍ୟ ବେଶ୍ ଜଣାଶୁଣା।

ତାଙ୍କର ଏହି କଠୋର ସାଧନା ପାଇଁ ସେ ଦେଶ ବିଦେଶରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।