ବିବାହରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଡାକନ୍ତୁ, ଗିପ୍ଟ ପାଆନ୍ତୁ

Jul 12, 2026 - 18:36
ବିବାହରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଡାକନ୍ତୁ, ଗିପ୍ଟ ପାଆନ୍ତୁ

"ବିବାହ ହେଉଛି ଜୀବନର ଏକ ସ୍ମରଣୀୟ ମୁହୂର୍ତ୍ତ।

ଏହି ଖାସ ଦିନରେ ସମସ୍ତେ ନିଜ ପରିବାର ଓ ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କରିଥାନ୍ତି।

କିନ୍ତୁ ଆପଣ କେବେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବିବାହର ନିମନ୍ତ୍ରଣ ପଠାଇବା ବିଷୟରେ ଭାବିଛନ୍ତି କି?

କଥାଟି ଅଜବ ଲାଗୁଥିଲେ ବି ସତ।

ଆପଣ ଏବେ ଭାବୁଥିବେ ଆମେରିକା ଭଳି ଦେଶର ରାଷ୍ଟ୍ରପତି କାହିଁକି ଆମ ବିବାହରେ ଯୋଗ ଦେବେ?

କିନ୍ତୁ ଆପଣଙ୍କୁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବା କଥାଟି ସମ୍ପୂର୍ଣ୍ଣ  ସତ।

ହ୍ୱାଇଟ୍ ହାଉସର ଏକ ସରକାରୀ ବ୍ୟବସ୍ଥା ମାଧ୍ୟମରେ ଏହା ସମ୍ଭବ ହୋଇପାରିବ।

ତେବେ କଣ ସେହି ବ୍ୟବସ୍ଥା ଆସନ୍ତୁ ଜାଣିବା?

Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।