05 AUGUST 2026

Welcome!

Unlock your personalized experience.
Sign Up

ସଂଶୋଧନ ପରେ ମଧ୍ୟ ପାଠ୍ୟପୁସ୍ତକରେ ତ୍ରୁଟି ଖବର ସମ୍ପର୍କରେ ସ୍ପଷ୍ଟୀକରଣ

Aug 05, 2026 - 21:23
ସଂଶୋଧନ ପରେ ମଧ୍ୟ ପାଠ୍ୟପୁସ୍ତକରେ ତ୍ରୁଟି ଖବର ସମ୍ପର୍କରେ ସ୍ପଷ୍ଟୀକରଣ

ଭୁବନେଶ୍ବର: ସଂଶୋଧିତ ପାଠ୍ୟପୁସ୍ତକରେ ତ୍ରୁଟିଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି । ତେବେ କିଛି ଗଣମାଧ୍ୟମରେ ଏନେଇ ପ୍ରଚାର କରାଯାଉଛି । ଯାହାକୁ ନେଇ ଓଡ଼ିଶା ଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି । ଏକ୍ସରେ ଏନେଇ ପୋଷ୍ଟ କରାଯାଇଥିବାବେଳେ ଲେଖାଯାଇଛି କି,ଏଠାରେ ଏହା ସ୍ପଷ୍ଟ କରାଯାଉଅଛି ଯେ,ଉକ୍ତ ଖବରର କୌଣସି ଯଥାର୍ଥତା ନାହିଁବିଭିନ୍ନ ଶିକ୍ଷାବିତ୍ ବିଷୟ ବିଶେଷଜ୍ଞଙ୍କ ମତାମତ ଆଧାରରେ ପାଠ୍ୟପୁସ୍ତକ ଗୁଡ଼ିକର ସଂଶୋଧନ ଜାରି ରହିଛି ଏବଂ ଖୁବଶୀଘ୍ର ସଂଶୋଧିତ ପୁସ୍ତକ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଯୋଗାଇ ଦିଆଯିବ

 

ଏହାସହ ପଢ଼ନ୍ତୁ : Text Book Error: ସ୍କୁଲ ପାଠ୍ୟ ପୁସ୍ତକରେ ତ୍ରୁଟି ମାମଲା; SCERTର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ସର୍ତ୍ତମୂଳକ ଜାମିନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।