ରାମମନ୍ଦିରର ପୂଜାରୀଙ୍କ ଦରମା ଶୁଣିଲେ ଉଡ଼ିଯିବ ହୋସ୍
"ଭାରତର ଭବ୍ୟ ମନ୍ଦିରମାନଙ୍କ ମଧ୍ୟରୁ ରାମ ମନ୍ଦିର ଅନ୍ୟତମ।
ଯେଉଁଠାରେ ଭଗବାନ ରାମ ଲାଲାଙ୍କ ବିଗ୍ରହ ପୂଜା ପାଉଛି।
ରାମ ଲାଲାଙ୍କ ନୀତିକାନ୍ତି ପାଇଁ ଅନେକ ସେବାୟତ ମଧ୍ୟ ନିୟୋଜିତ ହୋଇଥାଆନ୍ତି।
ତେବେ ଆପଣ ଭାବିଛନ୍ତି କି?
ରାମ ମନ୍ଦିରର ପୂଜାରୀମାନେ କେତେ ଦରମା ପାଆନ୍ତି ଏବଂ ସେମାନଙ୍କ ଚୟନ ପ୍ରକ୍ରିୟା କିପରି ହୁଏ।
ଯଦି ଜାଣିନାହାନ୍ତି ଆସନ୍ତୁ ଜାଣିବାAdvertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।