ରବିବାର ୧୪.୬.୨୦୨୬

Jun 14, 2026 - 08:38
ରବିବାର  ୧୪.୬.୨୦୨୬

 

ମେଷ: ବ୍ୟବସାୟରେ ସ୍ପଳ୍ପ ଲାଭ, ଗୃହେ ଅସହଯୋଗ, ଶାରୀରିକ ସୁସ୍ଥ, ଅର୍ଥ ସମସ୍ୟା, ଅଯଥା କଳହ, ଶତ୍ରୁ ସମସ୍ୟା, ଦ୍ରବ୍ୟ ଲାଭ, ଅନୁଷ୍ଠାନରୁ ଲାଭ, ବନ୍ଧୁ ସାହାଯ୍ୟ, ଦାମ୍ପତ୍ୟ ସୁଖ, ସମ୍ପତ୍ତି ବିବାଦ, ଦୂର ଯାତ୍ରାଅଶ୍ବିନୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା- କୁବେର ଭଗବାନ

ବୃଷ: ମାନସିକ ଶାନ୍ତି, ଯାତ୍ରାରେ ସତର୍କ, ପାରିବାରିକ ସମସ୍ୟା, ଶୁଭ ଆଲୋଚନା, କର୍ମକ୍ଷେତ୍ରରେ ପରିଶ୍ରମ, ବ୍ୟବସାୟରେ ସଫଳ, ପ୍ରୀତି ବୃଦ୍ଧ, ବନ୍ଧୁ ସାହାଯ୍ୟ, ଶାରୀରିକ କଷ୍ଟ, ଅଯଥା ବିବାଦ, ଶତ୍ରୁ ସମସ୍ୟା, ବନ୍ଧୁଗୃହେ ଯାତ୍ରାକୃତ୍ତିକା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-, ଆରାଧନା- ମାଭଗବତୀ

ମିଥୁନ:  ସମ୍ପର୍କରେ ଉନ୍ନତି, ମାନସିକ ଶାନ୍ତି, ଶାରୀରିକ ସୁସ୍ଥ, ଗୃହେ ସହଯୋଗ, ଦାମ୍ପତ୍ୟ ସୁଖ, ସନ୍ତାନ ସୁଖ, ବ୍ୟବସାୟିକ ଲାଭ, ସମ୍ପତ୍ତି ଲାଭ, ଅଳ୍ପ ବିରୋଧ, ନୂତନ କର୍ମେ ଖୁସି, ସ୍ବଜନ ବିବାଦ, ଶୁଭ ଆଲୋଚନାଆଦ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୧୦, ଆରାଧନା- ଶଙ୍କର ଭଗବାନ

କର୍କଟ: ସୁସମ୍ବାଦ, ନୂତନ କର୍ମ ଆରମ୍ଭ, ମାନସିକ ଖୁସି, ଶତ୍ରୁ ପରାଜିତ, ବିଦେଶ ଭ୍ରମଣ, େଦବଦର୍ଶନ, ଅର୍ଥ ଲାଭ, ସନ୍ତାନ ଖୁସି, ଶାରୀରିକ ସୁସ୍ଥ, ଗୃହେ ସହଯୋଗ, ପୁରାତନ ବନ୍ଧୁ ଲାଭ, କର୍ମକ୍ଷେତ୍ରରେ ସମ୍ମାନ, ବିଦ୍ୟାରେ ସଫଳତାପୁଷ୍ୟା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- କମଳା, ସଂଖ୍ୟା-, ଆରାଧନା-ମହାଲକ୍ଷ୍ମୀ

ସିଂହ: ଋଣଭାର ବୃଦ୍ଧ କିଛି କାର୍ଯ୍ୟରେ ସମସ୍ୟା, ସନ୍ତାନ ସମସ୍ୟା, ବ୍ୟବସାୟରେ ଶତ୍ରୁତା, ଶାରୀରିକ କଷ୍ଟ, ମାନସିକ ଅବସାଦ, ନୂତନ କର୍ମ ପ୍ରତି ଆଗ୍ରହ, ବନ୍ଧୁ ଲାଭ, ସମ୍ପତ୍ତି ସମସ୍ୟା, ବିଶିଷ୍ଟ ବ୍ୟକ୍ତି ସହାୟତା, ବିଦ୍ୟାରେ ସଫଳ।  ମଘା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ମାଟିଆ, ସଂଖ୍ୟା-, ଆରାଧନା-ପ୍ରଭୁ ହନୁମାନ

କନ୍ୟା: ଦୂର ଯାତ୍ରା ସଫଳ, କାର୍ଯ୍ୟରେ ବିଳମ୍ବ, ବ୍ୟବସାୟରେ ସ୍ବଳ୍ପ ଲାଭ, ଗୃହେ ଉତ୍ସବ, ଶୁଭ ଖବର, ସମ୍ମାନ ଲାଭ, ସନ୍ତାନ ସମସ୍ୟା, ପାରିବାରିକ ବିରୋଧ, େଦବଦର୍ଶନ, ସ୍ବାଦିଷ୍ଟ େଭାଜନ, ଶତ୍ରୁ ପରାଜିତ, ଦାମ୍ପତ୍ୟ ସୁଖଉତ୍ତରାଫାଲଗୁନି ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-, ଆରାଧନା- ମାକୋଚିଳାଇ

ତୁଳା: ଶୁଭ ଖବର, ନୂତନ କର୍ମ ଲାଭ, ବ୍ୟବସାୟରେ ଉନ୍ନତି, ମାନସିକ ଶାନ୍ତି, ଅଯଥା କଳହ, ବନ୍ଧୁ ଲାଭ, ସନ୍ତାନ ଖୁସି, ଅତିଥÒ ଚର୍ଚ୍ଚା, ସୁମିଷ୍ଟ େଭାଜନ, ଶାରୀରିକ ସୁସ୍ଥ, ସମ୍ପତ୍ତି ଲାଭ, ଅର୍ଥ ସମସ୍ୟା ଦୂର, ବିଦ୍ୟାରେ ସଫଳତା।  ସ୍ବାତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-, ଆରାଧନା- ଶଙ୍କର ଭଗବାନ

ବିଛା: ସମ୍ପତ୍ତି ବିବାଦ, ଶତ୍ରୁ ସମସ୍ୟା, ପାରିବାରିକ ସହଯୋଗ, କର୍ମକ୍ଷେତ୍ରରେ ସଫଳତା, ଦୂର ଯାତ୍ରା, ଅନୁଷ୍ଠାନରୁ ଲାଭ, ଦାମ୍ପତ୍ୟ ସୁଖ, ବନ୍ଧୁ ସହଯୋଗ, କ୍ରୟବିକ୍ରୟ, ବ୍ୟବସାୟିକ କଷ୍ଟ, ଶୁଭ କାର୍ଯ୍ୟରେ ଧନ ବ୍ୟୟ, ଲୋକସମ୍ପର୍କ ବୃଦ୍ଧ଄ଅନୁରାଧା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା- ଭଗବାନ ବିଷ୍ଣୁ

ଧନୁ: ସଫଳତା, କର୍ମକ୍ଷେତ୍ରରେ ପ୍ରଶଂସା, ସମ୍ମାନ ଲାଭ, ଅର୍ଥ ଲାଭ, ମାନସିକ ଶାନ୍ତି, ଭୂସମ୍ପତ୍ତି ଲାଭ, େଲାକସମ୍ପର୍କ ବୃଦ୍ଧ, ଉତ୍ସବ ସଫଳ, ଦୂର ଯାତ୍ରା, ଶତ୍ରୁ ପରାଜିତ, ମାମଲା ସମାଧାନ, ପଡ଼ୋଶୀ କଳହ, ଦାମ୍ପତ୍ୟ ଖୁସି, ସନ୍ତାନ ଲାଭ।  ମୂଳା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୧୦, ଆରାଧନା-ପ୍ରଭୁ ରାଧାକୃଷ୍ଣ

ମକର: ଅପମାନ ଯୋଗ, ଅର୍ଥ ସମସ୍ୟା, ଶାରୀରିକ କଷ୍ଟ, ବନ୍ଧୁ ସାହାଯ୍ୟ, ଅଯଥା ବିବାଦ, ଶୁଭ ଆଲୋଚନା, ସନ୍ତାନ ଖୁସି, ବିଦେଶ ଯାତ୍ରା, ଦେବଦର୍ଶନ, ଯାତ୍ରାରେ ସତର୍କତା, ବ୍ୟବସାୟିକ କଷ୍ଟ, ପୁରାତନ ବନ୍ଧୁ ଦର୍ଶନ, ଦାମ୍ପତ୍ୟ ଖୁସି।  ଉତ୍ତରାଷାଢ଼ା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ବାଇଗଣି, ସଂଖ୍ୟା-, ଆରାଧନା- ମାଗୌରୀ

କୁମ୍ଭ: ଖୁସି ଖବର, ଧନଲାଭ, ଯାତ୍ରା ସଫଳ, ବ୍ୟବସାୟରେ ଉନ୍ନତି, ଭୂସମ୍ପତ୍ତି ଲାଭ, ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତା, ବନ୍ଧୁ ଦର୍ଶନ, ଶତ୍ରୁ ସମସ୍ୟା, ଦେବ କାର୍ଯ୍ୟରେ ତତ୍ପର, ପାରିବାରିକ ସହଯୋଗ, ଖୁସି ଖବରଶତଭିଷା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନୀଳ, ସଂଖ୍ୟା-୧୦, ଆରାଧନା- ମାଦକ୍ଷିଣକାଳୀ

ମୀନ: କାର୍ଯ୍ୟ ସଫଳ, ବନ୍ଧୁ ଲାଭ, ନୂତନ କର୍ମନିଯୁକ୍ତି, ଅର୍ଥ ଲାଭ, ଦୂରଯାତ୍ରା ସଫଳ, ବିବାଦ ସମାଧାନ, ସନ୍ତାନ ଲାଭ, ଦେବ ଦର୍ଶନ, ପ୍ରତ୍ୟେକ କାର୍ଯ୍ୟ ସଫଳଉତ୍ତରଭାଦ୍ର ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-, ଆରାଧନା- ମାଶଙ୍କର ଭଗବାନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।