ମମତାଙ୍କୁ ଆଉ ଏକ ଝଟକା, ଇସ୍ତଫା ଦେଲେ ରାଜ୍ୟସଭା ସାଂସଦ ସୁସ୍ମିତା

ମମତା ବାନାର୍ଜୀଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିବାରେ ଲାଗିଛି । ଦଳ ଭାଙ୍ଗିଗଲାଣି । ନେତା ବିଦ୍ରୋହ କଲେଣି । କିଛି ଦିନ ତଳେ ଦଳର ରାଜ୍ଯସଭା ସାଂସଦ ସୁଖେନ୍ଦୁ ଶେଖର ପାର୍ଟିରୁ ଇସ୍ତଫା ଦେଇଥିଲେ । ଏବେ ଅନ୍ୟ ଜଣେ ସାଂସଦ ମଧ୍ୟ ଇସ୍ତଫା ପ୍ରଦାନ କରିଛନ୍ତି ।Another blow to Mamata, Rajya Sabha MP Sushmita resigns
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ Odia OneIndia ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।