ମଞ୍ଜ କଥା...ବଡ଼ଦାଣ୍ଡରେ ତିନି ଠାକୁରଙ୍କୁ ମନଭରି ଦେଖିବାକୁ ମନ
Jul 19, 2026 - 14:40
ଶୀଘ୍ର ଚାଲ। ବଡ଼ଦାଣ୍ଡରେ ତିନି ଠାକୁରଙ୍କୁ ମନଭରି ଦେଖିବାକୁ ମନ ଅଥୟ ହେଲାଣି
ମା'ରାଣ ପକେଇ କହିଲ, ଖାଲି ଠାକୁରଙ୍କୁ ଦେଖିବାକୁ ?
ହଁ ମ !! ସେମିତି ପୁରୀ ଗଲେ ଗରମ ଗରମ ଖଜା ଖାଇବାକୁ କେମିତି ମନ ଅଥୟ ହବନି ଯେ...
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।