Welcome!

Unlock your personalized experience.
Sign Up

Dengue Vaccine: ଦେଶରେ ପ୍ରଥମ ଡେଙ୍ଗୁ ଟିକା QDENGAକୁ ମଞ୍ଜୁରୀ, ୪ ରୁ ୬୦ ବର୍ଷର ବ୍ୟକ୍ତି ନେଇପାରିବେ ଭ୍ୟାକ୍ସିନ୍

Jul 20, 2026 - 14:35
Dengue Vaccine: ଦେଶରେ ପ୍ରଥମ ଡେଙ୍ଗୁ ଟିକା QDENGAକୁ ମଞ୍ଜୁରୀ, ୪ ରୁ ୬୦ ବର୍ଷର ବ୍ୟକ୍ତି ନେଇପାରିବେ ଭ୍ୟାକ୍ସିନ୍

ନୂଆଦିଲ୍ଲୀ,୨୦/୦୭; ଭାରତରେ ପ୍ରଥମ ଡେଙ୍ଗୁ ଟିକାକୁ ମଞ୍ଜୁରୀ । ଡେଙ୍ଗୁ ଟିକାକୁ ମଞ୍ଜୁରୀ ଦେଲା DCGI। ଡେଙ୍ଗୁ ଟିକା QDENGAକୁ ମଞ୍ଜୁରୀ ଦେଲା DCGI । ୪ ବର୍ଷରୁ ୬୦ ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତି ନେଇପାରିବେ ଟିକା । ପ୍ରତିବର୍ଷ ଦେଶରେ ଲକ୍ଷ ଲକ୍ଷ ଲୋକ ଡେଙ୍ଗୁର ଶିକାର ହୁଅନ୍ତି । ଡେଙ୍ଗୁରୁ ମୁକ୍ତି ପାଇଁ ଏହି ଟିକା ପ୍ରସ୍ତୁତ କରିଛି ଟେକେଡା ବାୟୋ ଫାର୍ମାସ୍ୟୁଟିକାଲ୍ସ । ପୂର୍ବରୁ ଏହି ଟିକାର ସୁପାରିସ୍ କରିଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ପୂର୍ବରୁ ଡେଙ୍ଗୁ ହୋଇଥିଲା କି ନାହିଁ ତାହା ଜାଣିବା ଦରକାର ନାହିଁ । ଏହି ଭ୍ୟାକ୍ସିନର ଦୁଇଟି ଡୋଜ୍ ରହିଛି । ପ୍ରଥମ ଡୋଜ୍ର ୩ ମାସ ପରେ ଦ୍ୱିତୀୟ ଡୋଜ୍ ଦିଆଯିବ । ପୂର୍ବରୁ ‘QDENGA’କୁ ୪୩ଟି ଦେଶ ମଞ୍ଜୁରୀ ଦେଇ ସାରିଛି । ସାରା ବିଶ୍ବରେ ୩୨ ନିୟୁତ ଡୋଜ୍ ‘QDENGA’ ଦିଆସରିଛି । ‘ଟକେଡା ବାୟୋଫାର୍ମାସିଟିକାଲ୍ସ’ ପ୍ରସ୍ତୁତ କରିଛି ‘QDENGA’ ଭ୍ୟାକ୍ସିନ୍ ।

 

ଏହା ବି ପଢନ୍ତୁ...monsoon havoc india : ଆସାମରୁ ଜାମ୍ମୁ କାଶ୍ମୀର... ବନ୍ୟା ବିତ୍ପାତ, ୪୩ ରୁ ଅଧିକ ଲୋକଙ୍କ ଗଲାଣି ଜୀବନ

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।