ଭାରସାମ୍ୟ ହରାଇ ଘାଟିରୁ ଖସିଲା ବାଇକ୍ , ୩ ମୃତ

Jun 26, 2026 - 19:42
ଭାରସାମ୍ୟ ହରାଇ ଘାଟିରୁ ଖସିଲା ବାଇକ୍ , ୩ ମୃତ
ଭୁବନେଶ୍ବର,୨୬/୬ : ରାଇରଙ୍ଗପୁର ଗୋରଡ଼ାପାଣି ଘାଟିରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟିରୁ ଖସିଲା ବାଇକ୍ । ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ୩ ମୃତକଙ୍କ ପରିଚୟ ମିଳିପାରିନାହିଁ । ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।