ବୈଭବଙ୍କ ବିଶ୍ୱରେକର୍ଡ: ୫୨ ବଲ୍ରେ ମାରିଲେ ଦ୍ୱିଶତକ, ସେମିରେ ଭାରତ
ଦୋହା : ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ ।
ୟୁଏଇ ବିପକ୍ଷ ମ୍ୟାଚ୍ରେ ୨୮ ବଲ୍ରେ ଶତକ ମାରିଥିବା ବେଳେ ଏବେ ମାତ୍ର ୫୨ ବଲ୍ରେ ହାସଲ କରିଛନ୍ତି ଦ୍ୱିଶତକ ।
ଏହା ସହ ନିଜ ନାଁରେ ଯୋଡ଼ିଛନ୍ତି ବିଶ୍ୱରେକର୍ଡ ।
ଲିଷ୍ଟ A ମ୍ୟାଚ୍ରେ ସବୁଠୁ କମ୍ ବଲ୍ରେ ଦ୍ୱିଶତକ ହାସଲ କରିଛନ୍ତି ବୈଭବ ।
ଏଥିରେ ସାମିଲ ରହିଛି ୨୮ଟି ଛକା ଓ ୭ଟି ଚୌକା ।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
