ବିଶ୍ବକପ୍ ଜିତିଲା ସ୍ପେନ କିନ୍ତୁ କାନ୍ଦିଲା ସାରା ଫୁଟବଲ ଜଗତ
Jul 22, 2026 - 07:33
ବିଶ୍ବକପ୍ ଜିତିଲା ସ୍ପେନ । କିନ୍ତୁ କାନ୍ଦିଲା ସାରା ଫୁଟବଲ ଜଗତ । କିନ୍ତୁ ଆଖିରେ ଲୁହ, ହୃଦୟରେ କୋହ ନେଇ ଫିଲ୍ଡରୁ ବିଦାୟ ନେଲେ ମେସି । ବାଏ ବାଏ ଫୁଟଵଲର ଯାଦୁଗର..ଥ୍ୟାଙ୍କ୍ ୟୁ ଲିଓ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।