ପିଜି ପେପର ଲିକ,୫ ଜଣିଆ ତଦନ୍ତ କମିଟି ଗଠିତ
Jul 31, 2026 - 12:36
ବ୍ରହ୍ମପୁର : ଅଲ ଓଡିଶା ମେଡିକାଲ ପେପର ଲିକ ଘଟଣା । ତଦନ୍ତ କରିବେ ୫ ଜଣିଆ କମିଟି । ଏମକେସିଜି ର ୫ ଜଣ ବରିଷ୍ଠ ଅଧ୍ୟାପକଙ୍କୁ ନେଇ କମିଟି ଗଠନ ହୋଇଛି । ଘଟଣାର ତଦନ୍ତ କରି ୭୨ଘଣ୍ଟା ମଧ୍ୟରେ କମିଟି ରିପୋର୍ଟ ଦେବେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।