ନିମ୍ବ ଗଛରେ ଝୁଲୁଛି କଲରାପତରିଆ ଶବ, ଫାଶରେ ପଡ଼ି ମୃତ୍ୟୁ ହୋଇଥିବା ସନ୍ଦେହ
ଗଞ୍ଜାମ, ୭/୭ : ନିମ୍ବ ଗଛରେ ଝୁଲୁଛି କଲରାପତରିଆ ବାଘର ମୃତଦେହ। ଗଞ୍ଜାମ କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟ ଏକ ଗଛରୁ କଲରାପତରିଆର ମୃତଦେହ ଉଦ୍ଧାର ହୋଇଛି। ଶିକାରୀ ଫାଶ ବସାଇଥିବା ବେଳେ ଫାଶରେ ଲାଗି ବାଘର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ବନ ବିଭାଗ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଶବ ବ୍ୟବଚ୍ଛେଦ ପରେ ହତ୍ୟାର କାରଣ ଜଣାପଡ଼ିବ ବୋଲି କୁହାଯାଉଛି।
ଆହୁରି ପଢନ୍ତୁ- କଲ୍ୟାଣସିଂହପୁର ଭିଡ଼ହିଂସା ମାମଲା, ସରିଲା ୨୪ ଅଭିଯୁକ୍ତଙ୍କ ଟିଆଇ ପରେଡ୍, ବିଚାରପତିଙ୍କ ଆଗରେ ପୀଡ଼ିତାଙ୍କ ବୟାନ ରେକର୍ଡ
କାହିଁକି ବାଲିରଥରେ ବିଜେ ହୋଇଥିଲେ ଜଗନ୍ନାଥ ?
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।