07 JULY 2026

Welcome!

Unlock your personalized experience.
Sign Up

Ahmedabad Serial Blast: ୫୬ ଜଣଙ୍କର ମୃତ୍ୟୁ,୨୦୦ରୁ ଅଧିକ ଆହତ,୧୮ ବର୍ଷର ପୀଡ଼ା...ଅହମ୍ମଦାବାଦ ସିରିଏଲ ବ୍ଲାଷ୍ଟ ମାମଲାରେ ୩୮ ଜଣଙ୍କୁ ଫାଶୀ ସଜ୍ଜା

Jul 07, 2026 - 13:44
Ahmedabad Serial Blast: ୫୬ ଜଣଙ୍କର ମୃତ୍ୟୁ,୨୦୦ରୁ ଅଧିକ ଆହତ,୧୮ ବର୍ଷର ପୀଡ଼ା...ଅହମ୍ମଦାବାଦ ସିରିଏଲ ବ୍ଲାଷ୍ଟ ମାମଲାରେ ୩୮ ଜଣଙ୍କୁ ଫାଶୀ ସଜ୍ଜା

ନୂଆଦିଲ୍ଲୀ,୦୭/୦୭; ଅହମ୍ମଦାବାଦରେ ୨୦୦୮ ମସିହାରେ ହୋଇଥିବା ସିରିଏଲ୍ ବ୍ଲାଷ୍ଟ ମାମଲାରେ ଗୁଜରାଟ ହାଇକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି । ହାଇକୋର୍ଟ ସ୍ପେସାଲ କୋର୍ଟଙ୍କ ଆଦେଶ ଉପରେ ମୋହର ମାରିଛନ୍ତି । ଏହି ମାମଲାରେ ୩୯ ଆତଙ୍କବାଦୀଙ୍କୁ ଦିଆଯାଇଥିବା ଫାଶୀ ଦଣ୍ଡ କାଏମ ରହିଛି । ଏହା ସହିତ ୧୨ ଜଣଙ୍କୁ ଆଜୀବନ ସଜ୍ଜା କାଏମ ରହିବ । ଏହା ସହିତ ହାଇକୋର୍ଟ ପୀଡିତ ପରିବାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିସ୍ଫୋରଣରେ ୫୬ ଜଣଙ୍କର ମୃତ୍ୟୁ ହୋଇଥିଲା । ୨୦୦ରୁ ଅଧିକ ଆହତ ହୋଇଥିଲେ । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଏବଂ ଆହତଙ୍କ ପରିବାରକୁ ୧ ଲକ୍ଷ ଲେଖାଏଁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ହୋଇଛି ।

 

 

 

ଏହା ବି ପଢନ୍ତୁ...PM Modi Indonesia Visit: ଭାରତ-ଇଣ୍ଡୋନେସିଆ ମଧ୍ୟରେ ବ୍ରହ୍ମୋସ ଚୁକ୍ତି, MoU ସ୍ୱାକ୍ଷର କଲେ ପିଏମ୍ ମୋଦୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।