ଦାଦନ ଚାଲାଣ ବେଳେ ୪ ନାବାଳକ ଉଦ୍ଧାର

Jul 08, 2026 - 12:07
ଦାଦନ ଚାଲାଣ ବେଳେ ୪ ନାବାଳକ ଉଦ୍ଧାର

ବ୍ରହ୍ମପୁର : ଦାଦନ ଚାଲାଣ ବେଳେ ଉଦ୍ଧାର ହେଲେ ୪ ନାବାଳକ । ସୁରତ ଚାଲାଣ ବେଳେ ଛତ୍ରପୁର ରେଳଷ୍ଟେସନ ରୁ ଉଦ୍ଧାର କରିଛି ପୋଲିସ । ଏହି ଘଟଣାରେ ୨ ଜଣ ଦଲାଲଙ୍କୁ ଅଟକ ରଖାଯାଇଛି ।ଶ୍ରମିକ ଚାଲାଣ ଖବର ପାଇ ବ୍ରହ୍ମପୁର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ, ଶ୍ରମିକ ବିଭାଗ ଏବଂ ପୋଲିସ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।