କ୍ରିତି ସାନୋନଙ୍କ ବିବାଦୀୟ ବୟାନ। ଖୋଲିଦେଲେ ବଲିଉଡ୍ ଇଣ୍ଡଷ୍ଟ୍ରିର ଗୁମର
"ଭୁବନେଶ୍ବର: କ୍ରିତି ସାନୋନ ବଲିଉଡ୍ ର ଜଣେ ଜଣାଶୁଣା ନାୟିକା।
ଯାହାଙ୍କ ଅଭିନୟକୁ ଦର୍ଶକମାନେ ଖୁବ୍ ପସନ୍ଦ କରନ୍ତି।
ନିକଟରେ ସେ କଟଲେଟ୍ ୨ ରେ ନଜର ଆସିଥିଲେ।
ସମସ୍ତେ ଫିଲ୍ମରେ ତାଙ୍କ ଅଭିନୟକୁ ପ୍ରଶଂସା କରିଛନ୍ତି।
ଏହି ଫିଲ୍ମରେ ବ୍ୟାପକ ସଫଳତା ହାସଲ କରିବା ପରେ ସେ ଲିଲି ସିଂ ଙ୍କ ସହ ପଡକାଷ୍ଟରେ ନଜର ଆସିଥିଲେ।
ଯେଉଁଠାରେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ରହିଥିବା ଗୁମରର ପର୍ଦ୍ଦାଫାଶ କରିଛନ୍ତି।
କ୍ରିତି ଙ୍କ ଏହି ବୟାନ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।
ପ୍ରକୃତରେ ସେ କଣ କହିଛନ୍ତି ଆସନ୍ତୁ ଜାଣିବା।
Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।