World Chocolate Day: ବିଶ୍ବ ଚକୋଲେଟ୍‌ ଦିବସ

Jul 07, 2026 - 07:08
World Chocolate Day: ବିଶ୍ବ ଚକୋଲେଟ୍‌ ଦିବସ

"ଆଜି ଚକୋଲେଟ୍‌ ଦିବସ।

ଏହି ଦିବସ ପାଳନର ଉଦ୍ଦେଶ୍ୟ ହେଉଛି ଗୁଣାତ୍ମକ ଚକୋଲେଟ୍‌ର ମହତ୍ତ୍ବ ନେଇ ସଚେତନତା ସୃଷ୍ଟି କରିବା ଏବଂ ଏହି ମିଠା ସାମଗ୍ରୀର ସ୍ବାଦକୁ ପ୍ରଶଂସା କରିବା।

ଚକୋଲେଟ୍‌କୁ ଏକ ପ୍ରୀତିପୂର୍ଣ୍ଣ ଖାଦ୍ୟ ଭାବେ ବିବେଚନା କରାଯିବାର କାରଣ ରହିଛି।

ଏଥିରେ ପ୍ରଚୁର ପରିମାଣର "ଫ୍ଲାଭନଏଡ୍‌ସ" ରହିଛି, ଯାହା ଆମକୁ ହୃଦ୍‌ରୋଗ ଓ କର୍କଟ ରୋଗଠାରୁ ଦୂରେଇ ରଖିବାରେ ସହାୟକ ହୋଇଥାଏ।

ଏଥି ସହିତ ଗାଢ଼ ରଙ୍ଗର ଚକୋଲେଟ୍‌ରେ "ଫିନାଇଲ୍‌ଇଥାଇଲ୍‌ଆମିନ୍‌" ରହିଥାଏ, ଯାହା ମନରେ ଆକର୍ଷଣ ଓ ଉତ୍ସାହର ଭାବନାକୁ ଉତ୍‌ପ୍ରେରିତ କରେ।Advertisment IMD: ୨୧ ରାଜ୍ୟରେ ପ୍ରବଳ ବର୍ଷା ଓ ପବନ ନେଇ ଆଇଏମ୍‌ଡି ଆଲର୍ଟ: ଉଦ୍‌ଘାଟନର ମାତ୍ର ୯ ମାସରେ ମୁମ୍ବାଇ-ପୁଣେ ଏକ୍ସପ୍ରେସ୍‌ୱେ "ମିସିଂ ଲିଙ୍କ" ଭାଙ୍ଗିଲା ପ୍ରାଚୀନ କାଳରେ ମାୟା ଓ ଆଜଟେକ୍‌ ସଭ୍ୟତାରେ ଚକୋଲେଟ୍‌ର ସୀମିତ ବ୍ୟବହାର  ରହିଥିଲା।

୧୮୨୪ରେ କାଡବରି କମ୍ପାନି ତାହାକୁ "ଡେରି ମିଲ୍‌କ ବାର୍" ଭାବରେ ପ୍ରସ୍ତୁତ କଲା ପରେ ତାହାର ଚାହିଦା ସହ ପ୍ରଚାର ପ୍ରସାର ମଧ୍ୟ କଳ୍ପନାତୀତ ଭାବରେ ବଢ଼ିଚାଲିଲା।

Lalkila: ଲାଲକିଲ୍ଲା ବିସ୍ଫୋରଣ ମାମଲା: ୧୧ ପୀଡ଼ିତଙ୍କ ଫରେନ୍ସିକ ରି‌ପୋର୍ଟ ଦାଖଲ କଲା ଏନ୍‌ଆଇଏ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।