World Chess: : ବିଶ୍ବ ଚେସ୍: ପୁଣି ଡ୍ର’ ରଖିଲେ ଗୁକେଶ
ଜେନେଭା: ଚଳିତ ବିଶ୍ୱ ଚେସ୍ ପ୍ରତିଯୋଗିତାରେ ଭାରତୀୟ ଗ୍ରାଣ୍ଡମାଷ୍ଟର ତଥା ବିଶ୍ବ ବିଜେତା ଡି ଗୁକେଶ ଚମତ୍କାର ରକ୍ଷଣାତ୍ମକ ଖେଳ ଜାରି ରଖିଛନ୍ତି।
ପ୍ରତିଦ୍ବନ୍ଦ୍ବୀ ଉଜବେକିସ୍ତାନର ଜାଭୋଖିର ସିନ୍ଦାରୋଭ ବିପକ୍ଷ ଏହି ଫାଇନାଲ୍ର ପ୍ରଥମ ଦୁଇ ଗେମ୍ ଭଳି ତୃତୀୟ ଗେମ୍ ମଧ୍ୟ ଡ୍ର'ରେ ଶେଷ ହୋଇଛି।
୬୦ ଚାଲ୍ ପରେ ଏହି ମ୍ୟାଚ୍ ଡ୍ର ରହିଥିଲା।
ଫଳରେ ଉଭୟ ଖେଳାଳି ଏବେ ୧.୫-୧.୫ ପଏଣ୍ଟ ସମାନ ସ୍ଥିତିରେ ଅଛନ୍ତି।
ଶନିବାର ଚତୁର୍ଥ ଗେମ୍ ଖେଳାଯିବ।
ଏଥିରେ ଗୁକେଶ ଧଳା ଗୋଟିରେ ଖେଳିବେ।
Advertisment ଭଦ୍ରକରେ ଗୋ ଚାଲାଣ କଣ୍ଟେନରକୁ ଗୋଡ଼ାଇ ଗୋଡ଼ାଇ ଧରିଲେ ଗୋ-ରକ୍ଷକ: ଗାଡ଼ି ଛାଡ଼ି ଚାଲାଣକାରୀ ଫେରାର, ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
